ପାରଳାଖେମୁଣ୍ଡି ଠାରେ ୭୫ ତମ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହ-୨୦୨୧ ପାଳିତ

https://www.youtube.com/watch?v=hazKjRRWbPY ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଜିଲ୍ଲା ପ୍ରଶାସନର ଜିଲ୍ଲା ସୂଚନା ଓ ଲୋକ-ସମ୍ପର୍କ ବିଭାଗ ଆନୁକୂଲ୍ୟରେ ୭୫ ତମ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ…

ପୁରୀ: ୭୫ ତମ ସ୍ବାଧୀନତା ଦିବସ ପାଳିତ

ପୁରୀ/ଅନିମେଶ ପଟ୍ଟନାୟକ : ଜିଲ୍ଲା ସ୍ତରୀୟ ୭୫ତମ ସ୍ବାଧୀନତା ଦିବସ ତାଳବଣିଆ ସ୍ଥିତ ଇନଡୋର ଷ୍ଟାଡିୟମ ପଡିଆ ପରିସରରେ ଅନୁଷ୍ଠିତ ହୋଇଛି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଛନ୍ତି ।…

ସ୍ବାଧୀନତା ଦିବସରେ ସ୍ବାଧୀନତା ସଂଗ୍ରାମୀଙ୍କ ଉଦ୍ଦେଶ୍ୟରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବୄକ୍ଷରୋପଣ

ପଦ୍ମପୁର(ଶାସକପ୍ରଶାସକ)- ୭୫ ତମ ସ୍ୱାଧୀନତା ଦିବସ ଅବସରରେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଉଦ୍ଦେଶ୍ୟରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅଞ୍ଚଳ ମହାବିଦ୍ୟାଳୟ ଖେଳ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପଦ୍ମପୁର ଏନଏସି ପୂର୍ବତନ ଅଧ୍ୟକ୍ଷ…

ଉତ୍ସର୍ଗୀକୃତ ସେବା ପାଇଁ ସ୍ୱାଧୀନତା ଦିବସରେ ସମ୍ମାନିତ ହେଲେ ତିନି କୋଭିଡ଼ ଯୋଦ୍ଧା ।

ପଦ୍ମପୁର(ଶାସକ ପ୍ରଶାସକ)- ୭୫ ତମ ସ୍ବାଧିନତା ଦିବସ ଅବସରରେ ଆଜି ବରଗଡ ଜଜ୍ ହାଇସ୍କୁଲ ପଡ଼ିଆରେ ଆୟୋଜିତ ଭବ୍ୟ ସମାରୋହରେ ଓଡିଶା ରାଜ୍ୟ ସରକାର ଙ୍କ ଅର୍ଥମନ୍ତ୍ରୀ ଏବଂ ଅବକାରୀ ମନ୍ତ୍ରୀ ଶ୍ରୀମାନ ନିରଞ୍ଜନ ପୂଜାରୀ ଯୋଗଦାନ କରି ପତାକା ଉତ୍ତୋଳନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ…

ଜିଲ୍ଲାର ବିଭିନ୍ନ ସ୍ଥାନରେ ୭୫ତମ ସ୍ୱାଧୀନତା ଦିବସ ପାଳିତ

ବରଗଡ :- ବରଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ୭୫ତମ ସ୍ଵାଧିନତା ଦିବସ କୋବିଡ଼ କଟକଣା ଭିତରେ ପାଳନ କରାଯାଇଛି । ପଦ୍ମପୁର ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ଉପଜିଲ୍ଲାପାଳ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ସମାରୋହରେ ଉପଖଣ୍ଡ ସୂଚନା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର…

ଡି.ଏସ.ପି ପ୍ରଦୀପ ସାହୁଙ୍କୁ ରାଷ୍ଟ୍ରପତି ପୁରସ୍କାର

ଝାରବନ୍ଧ-ମନୋହର ଦାଶ-ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ର ପୂର୍ବତନ ଉପଖଣ୍ଡ ପୋଲିସ ଅଧିକାରୀ ତଥା ବର୍ତମାନ ର ସମ୍ବଲପୁର ଉପ ଆରକ୍ଷୀଅଧିକ୍ଷକ ପ୍ରଦୀପ କୁମାର ସାହୁ ଙ୍କୁ ଉଲ୍ଳେଖନିୟ ତଥା ଉତ୍ସର୍ଗୀକୃତ ସେବା ପାଇଁ ସମ୍ମାନ ଜନକ ପୋଲିସ ପଦକ ପ୍ରଦାନ କରାଯାଇଥିବାରୁ ଜିଲ୍ଲା ପୋଲିସ ବିଭାଗ ତରଫ…

ସାରା ଦେଶରେ ପ୍ରଥମ,ରାଜ୍ୟର ସାଢେ ତିନି କୋଟି ଲୋକ ପାଇବେ ସ୍ମାର୍ଟ ହେଲ୍‌ଥ କାର୍ଡ

ଦେଶର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନୂଆ ଇତିହାସ: ନୂଆ ରୂପରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ୭୫ତମ ସ୍ବାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ରାଜ୍ୟ ତଥା ଦେଶର ୨୦୦ରୁ ଅଧିକ ଘରୋଇ ଡାକ୍ତରଖାନାରେ ମିଳିବ ଚିକିତ୍ସା ସୁବିଧା। ପରିବାର ପାଇଁ ପ୍ରତି ବର୍ଷ ପାଞ୍ଚ ଲକ୍ଷ…

ରିକୋଭରି ନାଁରେ ଟ୍ରକକୁ ଅଟକ ରଖିବା ଅଭିଯୋଗରେ ୨ ଗିରଫ

ସମ୍ବଲପୁର/ରମାକାନ୍ତ ବିଶ୍ବାଳ : ରାସ୍ତାରେ ଟ୍ରକକୁ ଅଟକାଇ ରିକୋଭରି ନାଁରେ ଟ୍ରକ ମାଲିକ ଙ୍କୁ ହଇରାଣ ଓ ଗାଲିଗୁଲଜ କରିବା ଅଭିଯୋଗ ରେ ୨ ଜଣ ଅପରାଧୀ କୁ ଗିରଫ କରିଛି ଜମନକିରା ପୋଲିସ । ଏହି ଅପରାଧୀ ମାନେ ବେଆଇନ ଭାବରେ ଟ୍ରକକୁ ଅଟକାଇ ଟ୍ରକ ମାଲିକ ଙ୍କୁ ରିକୋଭରି ନାଁରେ ଧମକ ଚମକ…

ଅବିଚାରିତ ଶିଳ୍ପ ପ୍ରତିଷ୍ଠାର ସାଇଡ ଏଫେକ୍ଟ :ସମ୍ବଲପୁର ଜିଲ୍ଲାର ବିଭିନ୍ନରେ ବ୍ଳକ୍ ରେ ମରୁଡିର ପଦଧ୍ୱନି

ଶ୍ରାବଣ ମାସରେ ବର୍ଷା ନାହିଁ ଶୁଖିଲା ପଡିଛି ବିଲ । କେଭେ ହେବା ଆଉ ପାନୀର ବର୍ଷାସୁଖି ଗଲାନ ଖେତ ନଲିଆସବୁ ଆଡେ ହେଲା ପାନୀର ଅଭାବମୁଡେ ହାତ ଦେଇ ବସିଛେ ହଳିଆଖରା ଦେଖି ତାର ବଢୁଛେ ଚିନ୍ତାବର୍ଷା ହେବା ବଳି ଆଉ ନାଇଁନ ଆଶା* ସମ୍ବଲପୁର /ରମାକାନ୍ତ ବିଶ୍ବାଳ :ସମ୍ବଲପୁର ଜିଲ୍ଲାର ସମସ୍ତ…

ବିଜେପି ନେତ୍ରୀ ଇରାନୀ ରାୟଙ୍କର ଆରମ୍ଭ ହେଲା ପଂଚାୟତ ପରିକ୍ରମା

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ବିଜେପି ନେତ୍ରୀ ଇରାନୀ ରାୟ ଆଜି ଓଡ଼ଗାଁ ବ୍ଲକର ଗୈାଡ଼ପୁଟ ଓ ରଙ୍ଗଣିପାଟଣା ପଂଚାୟତର ଜାମୁସାହି, ଗୋଡ଼ିପଲ୍ଲୀ ଓ ରଙ୍ଗଣୀପାଟଣା ଗାଁର ବିଭିନ୍ନ ଘରକୁ ଘର ବୁଲି ପରିବାର ସଦସ୍ୟ ମାନଙ୍କୁ ଭେଟିବା ସହିତ ସେମାନଙ୍କର ସମସ୍ୟା ସମ୍ପର୍କରେ…