“ମୋ’ ସ୍କୁଲ ଅଭିଯାନ” ପାଇଁ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଏକଲକ୍ଷ ଟଙ୍କା ପ୍ରଦାନ
ଭଦ୍ରକ /ସତ୍ୟଭୂଷଣ ସ୍ୱାମୀ :୨୦୧୭ ମସିହା ଶିଶୁଦିବସ ଅବସରରେ ମୁଖ୍ୟମନ୍ତ୍ରୀ,ଓଡିଶାଙ୍କ ଦ୍ୱାରା ବିଦ୍ୟାଳୟ ସ୍ତରରେ ଆରମ୍ଭ ହୋଇଥିବା ମୋ’ ସ୍କୁଲ୍ ଅଭିଯାନ,ଆଜି ଏକ ଆନ୍ଦୋଳନର ରୂପ ନେଇଛି । ଏହି ଅଭିଯାନରେ ଅଗଣିତ ପ୍ରାକ୍ତନ ଛାତ୍ରଛାତ୍ରୀ ଯୋଡିହେବା ସହ ସେବା,ବସ୍ତୁ କିମ୍ବା ଆର୍ଥିକ ଅନୁଦାନ…