ଶନିବାରଠାରୁ  ମୟୂରଭଞ୍ଜ ଜିଲ୍ଲାର ସହରାଞ୍ଚଳରେ ସପ୍ତାହନ୍ତ ସଟ୍-ଡ଼ାଉନ ଆରମ୍ଭ ହେବ

ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶା ସ୍ୱତନ୍ତ୍ର ରିଲିଫ କମିଶନଙ୍କ ନିଦେ୍ର୍ଧଶ କ୍ରମେ ଶନିବାର ଓ ରବିବାର ମୟୂରଭଞ୍ଜ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ଲାଗୁ ହେଉଛି ସପ୍ତାହନ୍ତ ସଟ୍-ଡ଼ାଉନ । ଶୁକ୍ରବାର ରାତି ୯ରୁ ଆରମ୍ଭ ହୋଇଥିବା ନାଇଟ କର୍ଫୁ୍ୟ ଶନିବାର ଦିନ ୫ ପର୍ଯ୍ୟନ୍ତ ବଳବତ୍ତର ରହିବ ।…

ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ପିପିଲିରେ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର : ପୁରୀର ଜିଲ୍ଲାର ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀ ଉପ-ନିର୍ବାଚନ ପାଇଁ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି | କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କ ପ୍ରାର୍ଥୀତ୍ୱକୁ ଅନୁମୋଦନ ଦେଇଥିବା ଏଆଇସିସି  ସାଧାରଣ…

ଭଦ୍ରକ ଅବକାରୀ ବିଭାଗ ଦ୍ଵାରା ୧୦ କିଲୋ ଗଞ୍ଜେଇ ଜବତ ; ୨ ଗିରଫ ।

ଭଦ୍ରକ(ସତ୍ୟଭୂଷଣ  ସ୍ୱାମୀ ): ଭଦ୍ରକ ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ଆଜି ୧୦ କିଲୋରୁ ଉର୍ଦ୍ଧ ପରିମାଣର ଗଞ୍ଜେଇ ସମେତ ଏକ କାରକୁ ଜବଦ କରାଇଛି । ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ବିଶେଷ ସୂତ୍ରରୁ ଜଣା ପଡ଼ିଛି । ଖବର ଅନୁଯାୟୀ ଭଦ୍ରକ ଜିଲ୍ଲା ଦେଇ ଯାଇଥିବା 16 ନମ୍ବର ଜାତୀୟ…

୯୪ ଜଣ ନବନିଯୁକ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ

"ଗତାନୁଗତିକ ଧାରାରୁ ବାହାରକୁ ଆସି ଆଧୁନିକ ଜ୍ଞାନକୌଶଳକୁ ନିର୍ମାଣ କ୍ଷେତ୍ରରେ ବ୍ୟବହାର କରିବା ଆବଶ୍ୟକ' : ମନ୍ତ୍ରୀ ଭୁବନେଶ୍ୱର: ଆଜି ନିର୍ମାଣ ବିଭାଗ ପକ୍ଷରୁ ୯୪ ଜଣ ନବନିଯୁକ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛିା ସ୍ଥାନୀୟ ଲୋକସେବା ଭବନସ୍ଥିତ…

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ପୁନଃଆରମ୍ଭ : ଦି ମାସ ମିଳିବ ୫ କେଜି ଲେଖାଏ ଚାଉଳ 

ପିଏମଜିକେଏୱାଇରେ ଦୁଇ ମାସ ପାଇଁ ୮୦ କୋଟି ଲୋକଙ୍କୁଖାଦ୍ୟାନ୍ନ ଯୋଗାଯିବା ନିଷ୍ପତି ସ୍ୱାଗତଯୋଗ୍ୟ - ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ/ଭୁବନେଶ୍ୱର– ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ  ଯୋଜନା(ପିଏମଜିକେଏୱାଇ) ଅଧୀନରେ ଚଳିତବର୍ଷ ମଇ ଏବଂ ଜୁନ ମାସରେ ଦେଶର ୮୦ କୋଟି ଲୋକଙ୍କୁ ମାଗଣାରେ…

ରେଢାଖୋଲରେ କୋଭିଡ ଡାକ୍ତରଖାନା ଖୋଲା ଯାଉ, ବିଜେପି ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର।

ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) : ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାରେ ୨ ଶହ ଶଯ୍ୟା ବିଶିଷ୍ଟ ଏକ କୋଭିଡ ଡାକ୍ତରଖାନା ଖୋଲାଯାଉ ବୋଲି ରେଢାଖୋଲ ବିଜେପି ପକ୍ଷରୁ ସ୍ଥାନୀୟ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସମଗ୍ର ଦେଶରେ କରୋନା ମହାମାରୀ ରୂପ ଧାରଣ…

ଶୁଣ୍ଢିମୁଣ୍ଢା ଛକରେ ୨ ବାଇକ ମୁହାଁମୁହିଁ ଧକ୍କା, ୨ ଯୁବକ ମୃତ ଓ ମାଆ ଗୁରୁତର।

-- ଦୁର୍ଘଟଣା ସ୍ଥଳରେ ଗୁରୁତର ମାଆ ଆଗରେ ପୁଅର ଜୀବନ ଚାଲିଗଲା। -- ଅଞ୍ଚଳରେ  ଶୋକର ଛାୟା। ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ରେଢାଖୋଲ୨୩.୦୪  ରାଞ୍ଚି- ବିଜୟୱାଡା ଜାତୀୟ ରାଜପଥ ତଥା ରେଢାଖୋଲ- ବୌଦ୍ଧ ରାସ୍ତାର ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଅନ୍ତର୍ଗତ ରେଢାଖୋଲ ସହର ଉପକଣ୍ଠ…

ଏଜିଙ୍କ କାର୍ଯ୍ୟବିଧି ସଂକ୍ରାନ୍ତରେ ବିଜେପି ଅଜ୍ଞ: ବିଜେଡି

ଭୁବନେଶ୍ୱର: ଅଡିଟ ଆକାଉଣ୍ଟ ଓ ଏଜିଙ୍କ କାର୍ଯ୍ୟବିଧି ସଂକ୍ରାନ୍ତରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କର ସାମାନ୍ୟତମ ଜ୍ଞାନ ନାହିଁ । ସେ ଆଜି ଗଣମାଧ୍ୟମରେ ରଖିଥିବା ବକ୍ତବ୍ୟରୁ ଏହା ସ୍ପଷ୍ଟ ହୋଇଛି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ସୁଶ୍ରୀ ଇପ୍ସିତା ସାହୁ । …

ଏବେ ସୁଦ୍ଧା ଇସ୍ପାତ୍ କାରଖାନାରୁ ୧.୪୩ ଲକ୍ଷ ମେଟ୍ରିକ୍ ଟନ୍ ମେଡ଼ିକାଲ ଅକ୍ସିଜେନ ଉପଲବ୍ଧ କରାଯାଇଛି –…

ନୂଆଦିଲ୍ଲୀ/ଭୁବନେଶ୍ୱର– ସାରା ଭାରତବର୍ଷର ଇସ୍ପାତ୍ କାରଖାନା ଗୁଡ଼ିକ ପକ୍ଷରୁ ବର୍ତମାନ ସୁଦ୍ଧା ୧.୪୩ ଲକ୍ଷ ମେଟ୍ରିକ୍ ଟନ୍ ଲିକ୍ୟୁଇଡ୍ ମେଡ଼ିକାଲ ଅକ୍ସିଜେନ ଉପଲବ୍ଧ କରାଯାଇଥିବା ବେଳେ ସେଥିମଧ୍ୟରୁ ରାଷ୍ଟ୍ରାୟତ ଇସ୍ପାତ୍ ଉଦ୍ୟୋଗ ଗୁଡ଼ିକ ୩୯ ହଜାର ମେଟ୍ରିକ୍ ଟନରୁ ଅଧିକ ଅକ୍ସିଜେନ…

ଯୁବକଙ୍କ କୈାଶଳ ବିକାଶ ନାଁରେ ୫୬୮.୪୩ କୋଟି ଟଙ୍କା ଠକିଛନ୍ତି ରାଜ୍ୟ ସରକାର : ଲେଖାଶ୍ରୀ 

ସିଏଜି ରିପୋର୍ଟରେ DDUGKY ଯୋଜନାରେ ରାଜ୍ୟ ସରକାରଙ୍କ ମହାଘୋଟାଲା ପ୍ରସଙ୍ଗ ଭୁବନେଶ୍ୱର,  : ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦାୟୀତ୍ୱ ନେବା ପରେ ଦେଶର ଯୁବକଯୁବତୀଙ୍କୁ ରୋଜଗାର ପ୍ରଦାନ କରିବା ପାଇଁ ସେମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ…