ଗଜପତି ଜିଲ୍ଲାପାଳଙ୍କ କମଳାପୁର ନାକା ଗେଟ ଓ କାଳିଆପଟ୍ଟା କୋଭିଡ୍ କେର ସେଣ୍ଟର ପରିଦର୍ଶନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳ ଅନୁପମ ସାହା ତୋଫାନୀ ଗ୍ରସ୍ତରେ ମୋହନା ବ୍ଳକର ଲୁହାଗୁଡ଼ି ପଞ୍ଚାୟତ ଅନ୍ତର୍ଗତ କମଳାପୁର ଛକ ନିକଟରେ ରହିଥିବା ନାକା ଗେଟରେ ପହଞ୍ଚି ବାହାର ଜିଲ୍ଲା ଓ ରାଜ୍ୟରୁ ଆସୁଥିବା ପ୍ରବାସୀମାନଙ୍କ କରୋନା ସମ୍ବନ୍ଧୀୟ ଲକ୍ଷଣ…