ରକ୍ଷକ ସାଜିଲା ଭକ୍ଷକ: ଜଙ୍ଗଲ ବିଭାଗ କର୍ମଚାରୀଙ୍କ ନାମରେ ସାଂଘାତିକ ଅଭିଯୋଗ
ସମ୍ବଲପୁର/ ରମାକାନ୍ତ ବିଶ୍ୱାଳ : ରେଙ୍ଗାଲି ବନବିଭାଗ କର୍ମଚାରୀଙ୍କ ନାମରେ ଆସିଛି ସାଙ୍ଘାତିକ ଅଭିଯୋଗ। ଜଙ୍ଗଲ ଓ ପଶୁପକ୍ଷୀ ରକ୍ଷା କରିବା ପାଇଁ ନିୟୋଜିତ କର୍ମଚାରୀ ଏବେ ଜଙ୍ଗଲ ଧ୍ୱଂସ କରିବାରେ ମୁଖ୍ୟ ଭୂମିକା ନିର୍ବାହ କରୁଛନ୍ତି। ଏଭଳି ଅଭିଯୋଗ ଆସିଛି ରେଙ୍ଗାଲି ବନବିଭାଗ ରେ…