ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପିକା ଡଃ ଜୟନ୍ତୀ ରଥଙ୍କ ବିୟୋଗରେ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପିକା ଡଃ ଜୟନ୍ତୀ ରଥ ଆଉ ନାହାଁନ୍ତି। ୩୦-୪-୨୧ ତାରିଖ ସକାଳେ ବ୍ରହ୍ମପୁର ଅଶ୍ଵିନୀ ହସ୍ପିଟାଲରେ କରୋନାରରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ବିୟୋଗ ହୋଇଛି। …