କର୍କଟ ରୋଗରେ ଆକ୍ରାନ୍ତ ଗରିବ ରାମା କବାସୀଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ।
ମାଲକାନଗିରି(ବି ମିନତୀ ପାତ୍ର) : ମାଲକାନଗିରି ଜିଲ୍ଲା ଚଲାଣଗୁଡା ଗ୍ରାମ ପଞ୍ଚାୟତ ନୁଆଁଗୁଡା ଗ୍ରାମର ରାମା କବାସୀ ବୟସ ପାଖାପାଖି 40 ବର୍ତ୍ତମାନ ଦିର୍ଘ ତିନି ମାସ ହେବେ ସେ କର୍କଟ ରୋଗରେ ଆକ୍ରାନ୍ତ । ନା ସେ ଠିକ ସେ କହି ପାରୁଛନ୍ତି ନା ଠିକ ସେ କିଛି ଖାଇ ପାରୁଛନ୍ତି । ଆର୍ଥିକ ସ୍ଥିତି…