ପୁଣି ଆସାମ-ମିଜୋରାମ ସୀମାରେ ଉତ୍ତେଜନା
photo from web
ଖୁଲିଚରା(ଏଜେନ୍ସି) : ସୀମା ବିବାଦକୁ ନେଇ ଆସାମ ଏବଂ ମିଜୋରାମ ପୋଲିସ ମଧ୍ୟରେ ହୋଇଥିବା ସଂଘର୍ଷର ଏକ ମାସ ପରେ ଗତ ମାସର ହିଂସା ସ୍ଥଳ ଠାରୁ ୧୨ କିମି ଦୂର ଅନ୍ୟ ଏକ ସୀମାନ୍ତବର୍ତ୍ତୀ ଖୁଲିଚରାଠାରେ ଗୁରୁବାର ଠାରୁ ସଦ୍ୟ ଉତ୍ତେଜନା ଲାଗି ରହିଛି।ଆସାମ ଦ୍ୱାରା…