“ବେଆଇନ ଦଖଲ ମୁକ୍ତ ହେଉ ଗାନ୍ଧୀ ପାର୍କ ଓ ଖଦୀ ଉତ୍ପାଦନ କେନ୍ଦ୍ର”
ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର) : ଓଡ଼ଗାଁ ବ୍ଳକ ରୋଡ ମୁଖଦେଶ ବାମ ପାଶ୍ୱର୍ରେ ଅବସ୍ଥିତ ଓଡ଼ଗାଁ ମୈାଜାର ୨୨୨୮/୨୭୧୭-୦ ଏ.୧୦ ଡେସିମିଲି ଓ ୨୨୨୮/୨୯.୧୧-୦ ଏ. ୪ ଡେସିମିଲି ଜାଗାରେ ସ୍ଥାପନ ହୋଇଥିବା ଗାନ୍ଧୀ ପାର୍କ ଓ ଖଦୀ ଉତ୍ପାଦନ କେନ୍ଦ୍ରକୁ ଜବରଦଖଲ ଉଚ୍ଛେଦ କରିବା ପାଇଁ ଓଡ଼ଗାଁ…