ଭୁବନେଶ୍ୱରରେ ପହଁଚିଲା ‘ବିଜୟ ମଶାଲ’ ,ବୀର ଯବାନମାନଙ୍କ ସମ୍ମାନରେ ସ୍ଲୋଗାନରେ ମୁଖରିତ ପରିବେଶ ।

୧୨୦ ବାଟାଲିୟନ ସୂର୍ଯ୍ୟଦ୍ୱାର ଠାରେ ସ୍ୱାଗତ ଜଣାଇଲେ ସେନା ବାହିନୀ ଓ ଶତାଧିକ ଛାତ୍ରଛାତ୍ରୀ ଭୁବନେଶ୍ୱର (ଶାସକ ପ୍ରଶାସକ) :୧୯୭୧ ମସିହାରେ ସଂଘଠିତ ପାକିସ୍ତାନ ଉପରେ ଭାରତର ବିଜୟ ଲାଭର ୫୦ ବର୍ଷ ପୂର୍ତି ପାଳନ ଉପଲକ୍ଷେ ଯାତ୍ରା କରୁଥିବା ସ୍ୱର୍ଣ୍ଣିମ ବିଜୟ ମଶାଲ ଆଜି ୨୯ ତାରିଖରେ…

ମମିତା କୁ ନ୍ୟାୟ ଦେବା ପାଇଁ ବିଜେପୁର ଭୁଲିଆ ମେହେର ସମାଜ ର ଶୋଭାଯାତ୍ରା ଓ ତହସିଲଦାରଙ୍କୁ ଦାବୀ ପତ୍ର

  ପଦ୍ମପୁର(ଶାସକପ୍ରଶାସକ) - ସାରା ରାଜ୍ୟରେ ରେ ଚହଲ ପକାଇଥିବା ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା କାଣ୍ଡ କୁ ନେଇ ଆଜି ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଭୁଲିଆ ମେହେର ସମାଜ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା କରାଯାଇଛି । ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଭୁଲିଆ ମେହେର ସମାଜ ର ସଭାପତି…

ପୁଲିସ ଉପରୁ କମୁଛି ସାଧାରଣ ଜନତାଙ୍କ ଭରସା

ଘୁ.ଉଦୟଗିରି/ ଗଗନ ପ୍ରଧାନ :କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଥାନା ଅଞ୍ଚଳରେ ଦିନକୁ ଦିନ ଅପରାଧ ବୃଦ୍ଧି ପାଉ ଥିବାର ଅଞ୍ଚଳରେ ମତ ପ୍ରକାଶ ପାଇଛି I ଏଇ କିଛି ମାସ ହେବ ଘୁ.ଉଦୟଗିରି ଥାନା ଅଞ୍ଚଳରେ ଅପରାଧ ଘଟାଇବା ପାଇଁ ଅପରାଧୀ ବେଶ ସକ୍ରିୟ ହୋଇ ସଫଳ ମଧ୍ୟ ହେଉ ଥିବା ଅଞ୍ଚଳ…

ଏସିସି ସିମେଣ୍ଟ ପକ୍ଷରୁ କଣ୍ଟ୍ରାକଟର ଓ ଇଂଜିନିୟର ମାନଙ୍କର ଟ୍ରେନିଂ କ୍ୟାମ୍ପ ।

ଭଦ୍ରକ (ସତ୍ୟଭୂଷଣ ସ୍ବାମୀ) : ୧୯୩୬ ମସିହାରୁ ଦଶଜଣିଆ ପାର୍ଟନର ମିଳିତ ହୋଇ ଆରମ୍ଭ କରିଥିଲେ Accociate Cement Company (ACC) | ଏହି ସିମେଣ୍ଟ କମ୍ପାନୀ ଆଜି ଭାରତରେ ନିଜର ସୁନାମ ଆଣିବା ସହିତ ୮୫ ବର୍ଷରେ ପଦାର୍ପଣ କରିଛି । ଏହି ସମୟ ମଧ୍ୟରେ କମ୍ପାନୀ ଅନେକ ସଂଘର୍ଷ କରିଥିବା ବେଳେ…

ଗୋପବନ୍ଧୁ ସେବାସଦନ ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ

ପଦ୍ମପୁର(ଶାସକପ୍ରଶାସକ)- ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ଜନକେଡା ଠାରେ ଥିବା ଗୋପବନ୍ଧୁ ସେବା ସଦନର ପରିଚାଳନା କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ ସୁବ୍ରତ କୁମାର ବିର୍ତ୍ତିଆଙ୍କ ସଭାପତିତ୍ୱରେ ହୋଇଥିବା ଉକ୍ତ ବୈଠକରେ ଅନ୍ତେବାସୀ ମାନଙ୍କ ସୁବିଧା ଅସୁବିଧା ତଥା…

ଖରମୁଣ୍ଡା ରକ୍ତଦାନ ଶିବିରକୁ ଉଦ୍ଘାଟନ କଲେ ଯୁବନେତା ସୁବ୍ରତ ସିଂ: ସଂଗୃହୀତ ହେଲା 56 ୟୁନିଟ ରକ୍ତ

ବରଗଡ଼ :- ମୁଖ୍ୟମନ୍ତ୍ରୀ ଙ୍କର ପ୍ରେରଣାରେ ବିଜୁ ଜନତା ଦଳର ଓଡିଶା ମୋ ପରିବାର ତରଫରୁ ରାଜ୍ୟରେ ରକ୍ତର ଅଭାବ କୁ ଦୂର କରିବା ପାଇଁ ଜୀବନ ବିନ୍ଦୁ କାର୍ଯକ୍ରମ ର ଆରମ୍ଭ କରାଯାଇଥିଲା । ମୋ ପରିବାର ର ଓଡିଶା ବରୀଙ୍କର ସେବା ପ୍ରତି ରହିଥିବା ମନୋଭାବ ଓ ବିଜୁ ଜନତା ଦଳର କର୍ମୀ ମାନଙ୍କ…

ଜୀବିକାର୍ଜନ ପାଇଁ ଅନ୍ୟପ୍ରାଣୀଙ୍କୁ ବିପଦରେ ପକାଇବା ଅନୁଚିତ, ଦୁର୍ଲଭ ପ୍ରାଣୀଜାତିକୁ ବଞ୍ଚାଇ ରଖିବା ଆମର ଦାୟିତ୍ୱ :…

ସାମୁଦ୍ରିକ କଇଁଛ ଅଲିଭ ରିଡଲେ ସଂରକ୍ଷଣ : ମାଛଧରା ନିଷିଦ୍ଧାଞ୍ଜଳ ସତର୍କ ସୂଚନା ପ୍ରଦାନ ପାଇଁ ଫିସର ଫ୍ରେଣ୍ଡ ମୋବାଇଲ୍ ଆପ୍ଲିକେସନ୍ ଲୋକାର୍ପଣ ଭୁବନେଶ୍ୱର,(ଶାସକ ପ୍ରଶାସକ) : ସଭ୍ୟତାର ଦୁର୍ଲଭ ପ୍ରାଣୀଜାତିକୁ ବଞ୍ଚାଇ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ ହେବା ଉଚିତା ଜଣଙ୍କର ଜୀବିକାର୍ଜନ…

କକ୍ରେନ୍ ଇଣ୍ଡିଆ ନେଟୱାର୍କ ସହ ଯୋଡି ହେଲା ସୋଆ

  ଭୁବନେଶ୍ୱର: ଭାରତରେ କକ୍ରେନ୍ ଇଣ୍ଡିଆ ନେଟୱାର୍କ (ସିଆଇଏନ୍)କାର୍ଯ୍ୟକାରୀ ହେବା ସହିତ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଡେଂଟାଲ୍ ସାଇନ୍ସେସ୍ (ଆଇଡିଏସ୍) ଏଥିରେ ଏକ ଆଫିଲିଏଟ୍ ସେଂଟର୍ ଭାବେ ଯୋଡି ହୋଇଛି ।ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅଧିକ ତଥ୍ୟ ପ୍ରଦାନ…

ବିଜେଡିରେ ଯୋଗ ଦେଲେ ଅବସର ପ୍ରାପ୍ତ ରାଜସ୍ବ ନୀରିକ୍ଷକ

ବାଲିଗୁଡ଼ା (ଗଗନ ପ୍ରଧାନ) କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର କ.ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବଣ୍ଡଗୁଡ଼ା ଗ୍ରାମ ଶିବମନ୍ଦିର ପ୍ରାଙ୍ଗଣ ଠାରେ ବଣ୍ଡଗୁଡ଼ା ଗ୍ରାମର ବିଜେଡି ସଭାପତି ଅଶୋକ କୁମାର ପାତ୍ରଙ୍କ ଅଧକ୍ଷତାରେ ବିଜେଡିରେ ଯୋଗ ଦେଲେ ଅବସର ପ୍ରାପ୍ତ ରାଜସ୍ବ ନୀରିକ୍ଷକ ବୃଷ…

କଥାରେ ନୁହେଁ କର୍ମରେ ବିଶ୍ୱାସ କରୁ :- ମନ୍ତ୍ରୀ ସୁଶାନ୍ତ ସିଂ

ମିଥ୍ୟା ପ୍ରତିଶୃତି ଦେଇ ଲୋକଙ୍କୁ ଠକିବା ବିରୋଧୀ ମାନଙ୍କର ଅଭ୍ୟାସ :- ରାଜେନ୍ଦ୍ର ରାଉତ ବିଜେଡିରେ ମିଶିଲେ ଜିଲ୍ଲା ପରିଷଦ ସଭ୍ୟାଙ୍କର ସ୍ୱାମୀ ବରଗଡ଼ :- ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀର ପାଇକମାଲ ବ୍ଲକ ସାଲେପଲି ବିଜୁ ଜନତା ଦଳ ଅଫିସରେ ଆଜି ପାଇକମାଲ ବ୍ଲକ ସ୍ତରୀୟ କର୍ମୀ…