ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ  

ରାୟଗଡା/ ସରୋଜ କୁମାର ସାହୁ  – ବିଦ୍ୟୁତ ଦର ୟୁନିଟ୍ ପିଛା ୩୦ ପଇସାକୁ ବିରୋଧ କରିଛି ବିଜେପି । ଏ ନେଇ ଆଜି ରାୟଗଡା ବିଜେପି ତରଫରୁ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ରାୟଗଡା ଜିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେପି କର୍ମୀ ମାନେ…

ବିଏସଏଫ ଡିଆଇଜିଙ୍କ ସମେତ ୫ ଜଣଙ୍କୁ ସାହସିକତା ପଦକ 

ରାୟଗଡା / ସରୋଜ କୁମାର ସାହୁ  – ବିଏସଏଫର ୧୮ତମ ଅଳଙ୍କରଣ ସମାରୋହରେ ୨୩ ଜଣ ବିଏସଏଫ ଜବାନଙ୍କୁ ସାହସିକତା ପଦକ ପ୍ରଦାନ କରାଯାଇଛି । ୧୨ ଜଣଙ୍କୁ ସାହସିକତା ପାଇଁ ପଦକ ପ୍ରଦାନ କରାଯାଇଥିବା ବେଳେ ୧୧ ଜଣଙ୍କୁ ମେଧାବୀ ନିମନ୍ତେ ପଦକ ପ୍ରଦାନ କରାଯାଇଛି । ବିଏସଏଫ କୋରାପୁଟ ରେଂଜର ୫ ଜଣଙ୍କୁ…

ଦୁଇ ଦାଦନ ଶ୍ରମିକଙ୍କ ହାତ କଟା ଭଳି ଚାଂଚଲ୍ୟକର ଘଟଣା : କୋର୍ଟ ଶୁଣାଇଲେ ରାୟ 

ଝାରବନ୍ଧ-ମନୋହର ଦାଶ: ଗତ ୨୦୧୩ ମସିହାରେ ଦୁଇ ଦାଦନ ଶ୍ରମିକଙ୍କୁ ନିର୍ଯ୍ୟାତନା ଦିଆଯିବା ସହିତ ହାତ କଟାଯିବା ଘଟଣା ରେ ଅଭିଯୁକ୍ତ ପର୍ଶୁରାମ ନାୟକ ଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୧୦ହଜାର ଟଙ୍କା ଜରିମାନା ନିର୍ଦେଶ ଦେଇଛନ୍ତି।ଧର୍ମଗଡ଼ ଅତିରିକ୍ତ ଜିଲ୍ଲା  ଦୌରାଜଜ୍ ବନ୍ଦନା କର…

ଭଉଣୀ ସୁଭଦ୍ରାଙ୍କ ସହ ବାହୁଡିଲେ ଜଗା ବଳିଆ

ପୁରୀ/ଅନିମେଶ ପଟ୍ଟନାୟକ: ନବଦିନାତ୍ମକ ଯାତ୍ରା ଶେଷ କରି ମଙ୍ଗଳବାର ଭଉଣି ସୁଭଦ୍ରା ସହ ଶ୍ରୀମନ୍ଦିର ବାହୁଡିଲେ ଜଗା ବଳିଆ । ନିର୍ଦ୍ଧାରିତ ସମୟର ଅନେକ ପୂର୍ବରୁ ଚତୁର୍ଦ୍ଧାମୁର୍ତ୍ତୀ ସଅଳ ରଥାରୂଢ ହୋଇଥିଲେ । ନାକଚଣା ଦ୍ବାର ଦେଇ ଧାଡି ପହଣ୍ଡିରେ ରଥକୁ ବିଜେ କରିଥିଲେ ଚତୁର୍ଦ୍ଧାମୁର୍ତ୍ତୀ…

ଅଗଷ୍ଟ ୧୧ରେ ଜବାହର ନବୋଦୟ  ବିଦ୍ୟାଳୟ ଚୟନ ପରୀକ୍ଷା 

ନୂଆଦିଲ୍ଲୀ (ଶାସକ ପ୍ରଶାସକ): ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଥିବା ଜବାହର ନବୋଦୟ  ବିଦ୍ୟାଳୟରେ ୨୦୨୧-୨୨ ନାମଲେଖା ପାଇଁ ଜବାହର ନବୋଦୟ  ବିଦ୍ୟାଳୟ  ଚୟନ ପରୀକ୍ଷା -୨୦୨୧  ଅଗଷ୍ଟ, ୧୧ ତାରିଖରେ ଅନୁଷ୍ଠିତ ହେବ। ସମସ୍ତ ସୁରକ୍ଷା ସାବଧାନତା / COVID ପ୍ରୋଟୋକଲ୍ ପାଳନ କରି ଏ…

୫ ସୁଦ୍ଧା ଶ୍ରୀମନ୍ଦିର ନ ଖୋଲିଲେ ଅନଶନରେ ବସିବେ ଦାମୋଦର ମହାସୁଆର

ପୁରୀ/ଅନିମେଶ ପଟ୍ଟନାୟକ: ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିଛି । ପ୍ରଶାସନ ତରଫରୁ ମିଳୁଥିବା ଆର୍ଥିକ ସହାୟତାରେ ପରିବାର ପ୍ରତିପୋଷଣ ସମ୍ଭବ ହେଉନାହିଁ । ଆର୍ଥିକ ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ତେଣୁ ଅଗଷ୍ଟ ୫ ତାରିଖ ସୁଦ୍ଧା ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଶ୍ରୀମନ୍ଦିର ନ…

ହଠାତ୍ ନିଆଁ ଲାଗି ଦୋକାନ ଛାରଖାର। 

ଟିଟିଲାଗଡ, (ଗୌରବ ଦର୍ଜୀ)-ଟିଟିଲାଗଡ଼ ସହର ର ହାଟପଦା ପଡା ରେ ଥିବା ମୁଖ୍ୟ ମାର୍କେଟ ରେ ଆଜି ହଠାତ ନିଆଁ ଲାଗି ହୁ ହୁ ହୋଇ ଜଳୁଥିବା ଦେଖି ହଇଚଇ ଖେଳିଯାଇଛି।  ହାଟପଦା ପଡା ସ୍ଥିତ ନ୍ୟୁ ବାବୁଲାଲ ଦୋକାନ ରେ ନିଆଁ ଲାଗିଛି।  ଲକ୍ଷ ଲକ୍ଷ ଟଙ୍କା ର ସାମଗ୍ରୀ ଜଳି ପୋଡି ପାଉଁଶ ହୋଇ ଯାଇଛି।…

ଏଫସିଆଇ କାର୍ଯ୍ୟଳୟ ସମ୍ମୁଖରେ ବିଜେଡି ର ଗଣଧାରଣା ।

  ଟିଟଲାଗଡ ,(ଗୌରବ ଦର୍ଜୀ)-କେନ୍ଦ୍ର ସରକାର ଙ୍କ ଭାରତୀୟ ଖାଦ୍ୟ ନିଗମ ବିଭାଗ ରାଜ୍ୟ ସରକାରଙ୍କ ପାଖରୁ ଧାନ ଓ ଚାଉଳ କ୍ରୟରେ ଅନିୟମିତତା କରୁଥିବା ବେଳେ କେନ୍ଦ୍ର ସରକାର ଚାଷୀ ମାନଂକ ଉପଯୁକ୍ତ ମୂଲ୍ୟ ପ୍ରଦାନ କରୁନଥିବା ଅଭିଯୋଗ ରେ ଓଡ଼ିଶା ରାଜ୍ୟ ସାରା ବିଜେଡି ଦଳ ତରଫରୁ ସମସ୍ତ ଏଫସିଆଇ…

ତାଳଜୁରୀରେ କଙ୍ଗାରୁକୋର୍ଟ,ପୋଲିସ ନିଦା ବିଷ୍ଣୁ !

ନ୍ୟାୟ ଆଶାରେ ପରିବାର ହତାଶ,ସତ୍ୟତା ତଦନ୍ତ କରି ବିହିତ ପଦକ୍ଷେପ ନେବେ କି  ଜିଲ୍ଲା ପୋଲିସ ମୁଖିଆ !!! ପାଟଣାଗଡ଼(ସ୍ୱତନ୍ତ୍ର ପ୍ରତିନିଧି ଯତୀନ୍ଦ୍ର ନନ୍ଦ ): ପୋଲିସର କାମ ହେଲା ସାଧାରଣ ଜନତାଙ୍କୁ ସୁରକ୍ଷା ଦେବା ଓ  ଶାନ୍ତି ଶୃଙ୍ଖଳା ବଜାୟ ରଖିବା !ହେଲେ ଆମ ଅଖଣ୍ଡ ଭାରତ ବର୍ଷ ସ୍ୱାଧୀନ…

ନାବାର୍ଡର ପ୍ରତିଷ୍ଠା ଦିବସରେ ସମ୍ମାନିତ ହେଲେ ରାୟଗଡର ଚାଷୀ

ରାୟଗଡ଼ରୁ ସରୋଜ କୁମାର ସାହୁ: ଆଜି ଜାତୀୟ ଗ୍ରାମ୍ୟ ଓ କୃଷି ବିକାସ ବ୍ୟାଙ୍କ (ନାବାର୍ଡ) ର ୪୦ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ରାଜ୍ୟ ରାଜଭବନରୁ ସିଧା ଭିଡିଓ  କନ୍‍ଫେରେନସିଂ ମାଧ୍ୟମରେ ଆୟୋଜିତ ବର୍ଣ୍ଣାତ୍ୟ କାର୍ଯ୍ୟକ୍ରମରେ ଓଡିଶାର ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ମୁଖ୍ୟ ଅତିଥି…