ନୂତନ ବିଡିଓଙ୍କ ଯୋଗଦାନ
ଝାରବନ୍ଧ-ମନୋହର ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ରେ ନୂତନ ବି.ଡି.ଓ ଭାବେ ସୁନୀଲ ମେହେର କାର୍ଯ୍ୟ ରେ ଯୋଗଦାନ କରିଛନ୍ତି।ବ୍ଲକ ର ସମସ୍ତ କର୍ମଚାରୀ ମାନେ ନୂତନ ବିଡ଼ିଓ ଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ କରିଥିଲେ।ସାଧାରଣ ଲୋକ ମାନଙ୍କ ସମସ୍ୟାର ତ୍ୱରିତ…