ଝାରବନ୍ଧ-ମନୋହର ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ରେ ନୂତନ ବି.ଡି.ଓ ଭାବେ ସୁନୀଲ ମେହେର କାର୍ଯ୍ୟ ରେ ଯୋଗଦାନ କରିଛନ୍ତି।ବ୍ଲକ ର ସମସ୍ତ କର୍ମଚାରୀ ମାନେ ନୂତନ ବିଡ଼ିଓ ଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ କରିଥିଲେ।ସାଧାରଣ ଲୋକ ମାନଙ୍କ ସମସ୍ୟାର ତ୍ୱରିତ ସମାଧାନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକର ବିକାଶ ଧାରାକୁ ତ୍ୱରାନିତ କରିବା ସହିତ ଆଗାମୀ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା କୁ ସୁଚାରୁ ରୁପେ ପରିଚାଳନା କରିବା ଉପରେ ଗୁରୁତ୍ୱ ଦେବେ ବୋଲି କହିବା ସହିତ ସମସ୍ତଙ୍କ ସହଯୋଗ କାମନା କରିଥିଲେ।୨୦୧୫ ବ୍ୟାଚର ଓଏଏସ ଅଫିସର ଶ୍ରୀ ମେହେର ରେଙ୍ଗାଲି ତହସିଲଦାର ଭାବରେ ଅବସ୍ଥାପିତ ଥିଲେ | ଏହାପୂର୍ବରୁ ଝାରବନ୍ଧ ବିଡ଼ିଓ ସୁଶ୍ରୀ ଦମୟନ୍ତି ସାହୁ ଙ୍କୁ ରାଜ୍ୟ ସରକାର ରେଙ୍ଗାଲି ବିଡ଼ିଓ ରୂପେ ବଦଳି କରିଛନ୍ତି।
Sign in
Sign in
Recover your password.
A password will be e-mailed to you.