ବିଜେପି ପକ୍ଷରୁ ଏନ୍ଏସି ଓ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା : ମୁଖ୍ୟମନ୍ତ୍ରୀ, ଗୃହରାଷ୍ଟ୍ର ମନ୍ତ୍ରୀ, ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ

0 1

ପାଟଣାଗଡ଼, (ଯତୀନ୍ଦ୍ର ନନ୍ଦ ):  ବହୁ ଚର୍ଚ୍ଚିତ ମମିତା ମେହେରର ଅପହରଣ ଓ ପରେ ହତ୍ୟା ଘଟଣାରେ ରାଜ୍ୟର ଗୃହରାଷ୍ଟ୍ର ମନ୍ତ୍ରୀ ଦବ୍ୟଶଙ୍କର ମିଶ୍ର,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହ ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନାଙ୍କୁ ସାମାଜିକ ବାସନ୍ଦ ଦାବୀରେ ପାଟଣାଗଡ଼ ବିଜେପି ପକ୍ଷରୁ ଏନ.ଏ.ସି. ଓ ବ୍ଳକ କାର୍ଯ୍ୟାଳୟ ଘେରାଉ କରାଯାଇଛି । ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ବରେ ରାଜଖମାରଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ପ୍ରଥମେ ଏନ.ଏ.ସି. ପରେ ବ୍ଳକ କାର୍ଯ୍ୟାଳୟକୁ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ପୀଡ଼ିତା ମମିତା ମେହେରଙ୍କ ହତ୍ୟାକାଣ୍ଡରେ ଜଡିତ ଥିବା ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବୀ କରିଥିଲେ! ଏଠି ମୁଖ୍ୟ ଚର୍ଚ୍ଚାର ବିଷୟ,ରାଜ୍ୟ ସରକାର ନାରୀ ମାନଙ୍କୁ ସମ୍ମାନ ଦେଉଥିବା ବେଳେ ଏଠି କାହିଁକି  ମୁଖ୍ୟମନ୍ତ୍ରୀ ଚୁପ ହୋଇ ବସିଛନ୍ତି ? ତୁମର ସମ୍ବେଦନଶୀଳତା କୁଆଡେ ଚାଲି ଗଲା ବୋଲି ବିଜେପି ପକ୍ଷରୁ ଦୃଢ଼ ସମାଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗୃହ ରାଷ୍ଟ୍ର ମନ୍ତ୍ରୀ ଦବ୍ୟଶଙ୍କର ମିଶ୍ର ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶ ପୁତ୍ତଳିକା ଦାହ କ |

Leave A Reply

Your email address will not be published.