ସରକାର ନୋଟିସ ଦେଇ ସାରିଲେଣି, ହେଲେ ସଚିବାଳୟ ନେତାଙ୍କ ଭିତରେ ତୁଟୁନି କେଁ

 ୩୧ ତାରିଖ ସୁଦ୍ଧା ସଚିବାଳୟ ସେବା ବର୍ଗରେ ନିର୍ବାଚନ ଶେଷକରିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ଭୁନନେଶ୍ୱର : ସଚିବାଳୟ ସେବାସଂଘର ନିର୍ବାଚନ ଆଗାମୀ ଅଗଷ୍ଟ ମାସ ୩୧ ତାରିଖ ସୁଦ୍ଧା ଶେଷକରି ସରକାରଙ୍କୁ ଜଣାଇବାକୁ ରାଜ୍ୟ ଗୃହ ବିଭାଗ ସଂଘର ସାଧାରଣ ସମ୍ପାଦକଙ୍କୁ ନିର୍ଦେଶ ଦେଇଛନ୍ତି ।…

ଇ.ଏସ୍.ଏଲ୍ ସମସ୍ତ ଯାନ ବିଦ୍ୟୁତଚାଳିତ କରିବା ପାଇଁ ସଂକଳ୍ପ ବଦ୍ଧ 

କାରଗୁଡ଼ିକ ବିଦ୍ୟୁତ ଚାଳିତ କରିବାର ପ୍ରାରମ୍ଭ ହୋଇଛି ।  ଆଗାମୀ ପର୍ଯ୍ୟାୟରେ ବସଗୁଡିକୁ  ବିଦ୍ୟୁତଚାଳିତ ରେ ପରିଣତ କରାଯିବ ।  ୨୦୨୫ ମଧ୍ୟରେ ସମସ୍ତ ଯାନ ଗୁୂଡ଼ିକୁ ବିଦ୍ୟୁତ ଚାଳିତ କରାଯିବ ନୂଆଦିଲ୍ଲୀ: ପରିବେଶର ସୁୂରକ୍ଷା ତଥା ଜାତୀୟ ସ୍ଥାୟିତ୍ୱ ନିମନ୍ତେ ନିଜର…

ଆଭ୍ୟନ୍ତରୀଣ ସୁରକ୍ଷା ସହିତ ପରିବେଶ ସୁରକ୍ଷା :- ସି ଆର ପି ଏଫ

ବରଗଡ :- ସି ଆର ପି ଏଫ , ଅର୍ଥାତ କେନ୍ଦ୍ରୀୟ ରିଜର୍ବ ପୋଲିସ ଫୋର୍ସ । ମୁଖ୍ୟତଃ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ଏହି ଫୋର୍ସ ର ବ୍ୟବହାର କରାଯାଇଥାଏ । ନିଜର ଜୀବନକୁ ବାଜି ଲଗାଇ ଏହି ସୁରକ୍ଷା ବଳ ଦେଶ ସେବାରେ ନିଜକୁ ସମର୍ପିତ କରି ଦେଶ ବିଦେଶରେ ନିଜର ସମ୍ମାନ ବଢ଼ାଇବା ସହିତ ନିଜକୁ…

ଅଗଷ୍ଟ ୧  ସମ୍ବଲପୁରୀ ଦିନ୍ : ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ପ୍ରତିଯୋଗିତା 

ସୁନ୍ଦରଗଡ/ହୋରାଚାନ୍ଦ ଦେଉରିଆ :- ଲୋକଙ୍କ ମଧ୍ୟରେ ସମ୍ବଲପୁରୀ ଭାଷା, ସାହିତ୍ୟ ଏବଂ ମହତ୍ତ୍ୱକୁ ବଞ୍ଚେଇ ରଖିବାର ଚେଷ୍ଟା ଚଲେଇଛି ସୁନ୍ଦରଗଡ କଳାକାର ମଞ୍ଚ  । ସମ୍ବଲପୁରୀ ଭାଷା ସାହିତ୍ୟର ପ୍ରତିଷ୍ଠାତା ଶ୍ରୀ ସତ୍ୟନାରାୟଣ ବହିଦାରଙ୍କ ଜନ୍ମ ଦିନ ଅଗଷ୍ଟ ୧ କୁ ସମ୍ବଲପୁରୀ ଦିନ୍ ଭାବେ ପାଳନ…

ବୌଦ୍ଧିକ ସମ୍ପଦ ଭାରତର ସବୁଠୁ ବଡ଼ ପୁଞ୍ଜି -ଧର୍ମେନ୍ଦ୍ର ପ୍ରଧାନ

ଭାରତୀୟ ଶିକ୍ଷା ମଣ୍ଡଳର ବ୍ୟାସ ପୂଜା ସମାରୋହରେ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ବୋଧନ ନୂଆଦିଲ୍ଲୀ/ଭୁବନେଶ୍ୱର, – ବୌଦ୍ଧିକ ସମ୍ପଦ ଭାରତର ସବୁଠୁ ବଡ଼ ପୁଞ୍ଜି । ଆଜି ଭାରତ ଯେତେବେଳେ ଏକ ନୂଆ ଯୁଗରେ ପ୍ରବେଶ କରୁଛି ନୂଆ ଶିକ୍ଷା ନୀତି(ଏନଇପି-୨୦୨୦) ବିଜ୍ଞାନ, ଟେକ୍ନୋଲୋଜି, ରଚନାତ୍ମକ…

ଦୀକ୍ଷାନ୍ତ ରେ “ଶବ୍ଦନୃତ୍ୟ” କାର୍ଯ୍ୟକ୍ରମ ଉଦଘାଟିତ

ବରଗଡ଼ :  ଓଡିଶା ସଂଗୀତ ନାଟକ ଏକାଡେମୀ ତରଫରୁ ଶବ୍ଦନୃତ୍ୟକୁ ସାମିଲ କରି ସଂଗୀତ ନାଟକ ଏକାଡେମୀ ସଚିବ ଡ,ପ୍ରବୋଧ ରଥ ଉଦଘାଟନ କରିଛନ୍ତି !  ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ କୁମ୍ଭାରୀ ଠାରେ ଗୁରୁ ଭଗବାନ ସାହୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ପରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ…

ଦିବ୍ୟାଙ୍ଗ ବାଳକକୁ ହ୍ୱଇଲ ଚେୟାର ପ୍ରଦାନ

ବରଗଡ :-ଆଜି ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଜାମସେଠ ଗ୍ରାମପଞ୍ଚାୟତର ଭେରୁଆମୁଣ୍ଡା ଗ୍ରାମର କ୍ଷିରୋଦ ତାଣ୍ଡି ଙ୍କର ୧୨ ବର୍ଷର ପୁଅ ଜଗନ୍ନାଥ।ଜନ୍ମରୁ ହାତଗୋଡ ନାହିଁ।ମାବାପା ଙ୍କ ସେବାରେ ବଢୁଛି। ପଦ୍ମପୁର ନିର୍ବାଚନ ମଣ୍ଡଲି ବିଧାୟକ ବିଜୟ ରଞ୍ଜନ ସିଂ ବରିହା ଆଦେଶ କ୍ରମେ ଏକ ହ୍ୱଇଲ ଚେଆର…

ପାଞ୍ଚଦିନ ବିତିଗଲାଣି ନାବାଳିକା ଗାଏବ ଘଟଣା:  ପୋଲିସ ପାଉନି ଟେର,  ଭଗବାନ ଭରସାରେ ତଦନ୍ତ !

ସୁନ୍ଦରଗଡ :-  ସୁନ୍ଦରଗଡ ଜିଲ୍ଲାରେ ଦିନକୁ ଦିନବଢ଼ି ଚାଲିଛି  ଅସାଧୁ ବ୍ୟକ୍ତିଙ୍କ ଆତଙ୍ଗରାଜ ଜିଲ୍ଲାର ଜନସାଧାରଣ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି କହିଲେ ଭୂଲ ହେବନାହିଁ ଏମିତି ଦିନନାହିଁ ଯେ ଯେଉଁଦିନ ସହର ସମେତ ଆଖପାଖ ଅଞ୍ଚଳରେ ଲୁଟପାଟ ଚୋରୀ ଡକାୟତି  ହେଉନାହିଁ | ହେଲେ ତାହାର ପ୍ରମୁଖ…

ସାମ୍ବିଧାନିକ ଅନୁଷ୍ଠାନକୁ ବିଜେପିର ଅପମାନ ଦୁର୍ଭାଗ୍ୟଜନକ: ବିଜେଡି

ଭୁବନେଶ୍ୱର: ରାଜ୍ୟ ନିର୍ବାଚନ କମିଶନ ଭଳି ଏକ ସାମ୍ବିଧାନିକ ପଦ ମର୍ଯ୍ୟାଦା ଥିବା ଅନୁଷ୍ଠାନକୁ ଓଡିଶା ବିଜେପି ଅସମ୍ମାନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ । ବିଜେପିର ଏଭଳି ମନ୍ତବ୍ୟ ଯୋଗୁଁ ଆଜି ଆଉଥରେ ଓଡିଶାବାସୀଙ୍କ ସମ୍ମୁଖରେ ଲୋକହସା ହୋଇଥିବା କହିଛନ୍ତି ବିଜେଡି ମୁଖପାତ୍ର…

ଅଣ୍ଟା ସଳଖିପାରୁନଥିବା ଶିଶୁକୁ  ସହାୟତା ପାଇଁ  ନିବେଦନ କଲେ ଦୀପା 

ବରଗଡ଼ : ରାଜ୍ୟ ସରକାର ଅସହାୟ ଲୋକଙ୍କ ପାଇଁ ଅନେକ ଯୋଜନା କରିଥିଲେ ମଧ୍ୟ ଉପାନ୍ତ ଅଞ୍ଚଳରେ ଲୋକମାନେ ସଚେତନତା ଅଭାବରୁ ଅନେକ ଜନହିତକାରି ଯୋଜନାର ଲାଭ ଉଠେଇ ପାରୁନାହାନ୍ତି | ଏହିଭଳି ଲୋକଙ୍କ ପାଇଁ ଆଶାର ଆଲୁଅ ପାଲଟିଛନ୍ତି ପାଇକମାଲ ବ୍ଲକ ଉପାନ୍ତ ଅଞ୍ଚଳ ଟେମରି ଗ୍ରାମର ମହିଳା…