ହାଡିପାଗୁରୁ ମହାସମାଜର ବାର୍ଷିକ ଅଧିବେଶନ ଓ ଜିଲ୍ଲାସ୍ତରୀୟ କର୍ମକର୍ତା ଚୟନ
ନୂଆପଡ଼ା ଜିଲ୍ଲା ରୁ ଯଶୋବନ୍ତ କୁମାର:ନୂଆପଡା ଜିଲ୍ଲା ହାଡିପାଗୁରୁ ମହାସମାଜର ବାର୍ଷିକ ଅଧିବେଶନ ଓ ଜିଲ୍ଲାସ୍ତରୀୟ କର୍ମକର୍ତା ଚୟନ କାର୍ଯ୍ୟକ୍ରମରେ ହାଡିପାଗୁରୁ ମହାସମାଜ ର ଜିଲ୍ଲା ସଭାପତି ଭାବରେ ବିଜୟ କୁମାର ସହିସଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଛି |କୋମନା ବ୍ଲକ ର ଲୋୟର…