ପାନ ଦୋକାନୀ କରିପାରିଲେ, ସରକାର ପାରିଲେନି : ସାଲ୍ୟୁଟ ରୁପେନ ପାଣ୍ଡେ
କୁମ୍ଭକର୍ଣ୍ଣଠୁ ବି ଗାଢ଼ ନିଦ୍ରାରେ ବ୍ଳକ ଓ ପଞ୍ଚାୟତ ପ୍ରଶାସନ, ନିଜସ୍ବ ଉଦ୍ୟମରେ ରାସ୍ତା ନିର୍ମାଣ କଲେ ସ୍ୱେଚ୍ଛାସେବୀ ।
ପଦ୍ମପୁର(ଶାସକପ୍ରଶାସକ)- କୁମ୍ଭକର୍ଣ୍ଣ ତ ଖାଇବା ପାଇଁ ନିଦରୁ ଉଠୁଥିଲେ | ହେଲେ କେତେକ ଜାଗାରେ ପ୍ରଶାସନ କୁମ୍ଭକର୍ଣ୍ଣଙ୍କଠୁ ବି ଗାଢ଼ ନିଦରେ ଶୋଇବା ମୁଦ୍ରାରେ |…