କଥାଶିଳ୍ପୀ ଯଶୋଧାରା ମିଶ୍ରଙ୍କୁ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର

ଭୁବନେଶ୍ୱର : ଓଡ଼ିଆ ସାହିତ୍ୟ ଜଗତର ଜଣାଶୁଣା କଥାଶିଳ୍ପୀ ଯଶୋଧାରା ମିଶ୍ର କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି | ତାଙ୍କ ଦ୍ୱାରା ରଚିତ 'ସମୁଦ୍ରକୂଳ ଘର' ପୁସ୍ତକ ପାଇଁ ସେ ଏ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ଶ୍ରୀମତୀ ମିଶ୍ର । ପୂର୍ବରୁ ସେ…

ଲୋକଙ୍କୁ ଘର ନମିଳୁ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କିନ୍ତୁ ତିଆରି ହେଉଛି ଦୋକାନ ଘର

ପଦ୍ମପୁର(ଶାସକପ୍ରଶାସକ)- ଗରିବ ତଥା ଦାରିଦ୍ର୍ୟ ସିମାରେଖା ତଲେ ବସବାସ କରୁଥିବା ଲୋକେ ଯେପରି ପକ୍କ ଘରେ ରହି ପାରିବେ ସେଥିପାଇଁ ବିଜୁ ପକ୍କାଘର ଯୋଜନା ହେଉ ଅବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସରକାର ପକ୍କାଘର ଯୋଗାଇ ଦେଉଛନ୍ତି । ହେଲେ ଅସାଧୁ କର୍ମଚାରୀ ମାନେ ଟଙ୍କା ଲୋଭରେ ପ୍ରକୃତ…

ପଛୁଆ ବର୍ଗଙ୍କୁ ନ୍ୟାୟ ପ୍ରଦାନ ଲଢେଇରେ ସାମିଲ ହେବାକୁବିଜେଡିର ଆହ୍ୱାନ

ଜାତିଭିତ୍ତିକ ଜନଗଣନା ଓ ୫୦% ସଂରକ୍ଷଣ ସୀମା ଉଠାଇବା ଦାବି ଜୋରଦାର ନବୀନଙ୍କୁ ଅନୁସରଣ କରୁଛନ୍ତି ବିଭିନ୍ନ ରାଜ୍ୟର ନେତା ଓ ରାଜନୈତିକ ଦଳ  ଓଡିଶାରେ ଏହି ଲଢେଇରେ ସାମିଲ ପାଇଁ ବିଜେପି ନେତାଙ୍କୁ ଆହ୍ୱାନ  ଦାବି ହାସଲ ପର୍ଯ୍ୟନ୍ତ ଲଢେଇ ଜାରି ରଖିବାକୁ ବିଜେଡିର…

ମେଲଛାମୁଣ୍ଡା ଥାନା ଅଞ୍ଚଳରେ ଗଞ୍ଜେଇ ଜବତ ସହ ଜଣେ ଗିରଫ ।

ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଉପଖଣ୍ଡରେ ଦିନକୁ ଦିନ ବଢି ଚାଲିଛି ନିଶା କାରବାର । ମଦ ,ଗଞ୍ଜେଇ ତଥା ବିଭିନ୍ନ ଔଷଧକୁ ମଧ୍ୟ ନିଶା ଭାବେ ଯୁବପିଢ଼ି ବ୍ୟବହାର କରୁଛନ୍ତି । ଏହି ସବୁ ନିଶା ଦ୍ରବ୍ୟ ବିକି ନିଶା ମାଫିଆ ମାନେ ଲାଭାନ୍ବିତ ହେଉଛନ୍ତି । ମେଲଛାମୁଣ୍ଡା ଥାନା ବରପଦର ନୂଆପାଲି…

ଶିକ୍ଷକ ସମସ୍ୟାକୁ ନେଇ ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କ ଧାରଣା

ନୂଆଗାଁ/(ସୁବ୍ରତ ପରିଡ଼ା): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧିନରେ ଥିବା ,ଗାତେରି ସରକାରୀ ହଜାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ, ଦୀର୍ଘଦିନ ଧରି ଶିକ୍ଷକ ଙ୍କ ଅଭାବ ସମସ୍ୟାକୁ ନେଇ ଛାତ୍ର ଛାତ୍ରୀ ଓ ଅଭିଭାବକ ଧାରଣା ଦେଇଛନ୍ତି।ସୂଚନା ଅନୁଯାୟୀ ଗତ ବର୍ଷ ଗାତେରି ସ୍ଥିତ…

ପାଇକମାଲ ଅଞ୍ଚଳରେ ହାତୀ ଆତଙ୍କ: ଘର ଭାଙ୍ଗିଲା ଦନ୍ତା

କ୍ଷତିଗ୍ରସ୍ତ ଙ୍କୁ ତୁରନ୍ତ ସହାୟତାର ହାତ ବଢ଼ାଇଲେ ବିଧାୟକ ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଚେରେଙ୍ଗାଝାଞ୍ଜ ଗ୍ରାମରେ ଆଜି ସକାଳୁ ଦୁଇ ଗୋଟି ଦନ୍ତା ହାତୀ ବୁଲୁଥିବା ଖବର ମିଳିବା ପରେ ଅଂଚଳର ଲୋକ ଆତଙ୍କିତ ଅଛନ୍ତି । ଗତ ରାତିରେ ଗନ୍ଧମାର୍ଦ୍ଦନ ପର୍ବତରୁ ଦୁଇଟି ହାତୀ ପ୍ରଥମେ…

କର୍ଣ୍ଣାଟକରେ ଜାତୀୟ ଶିକ୍ଷା ନୀତି କ୍ରିୟାନ୍ୱୟନର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ନୂଆ ଜାତୀୟ ଶିକ୍ଷା ନୀତିକୁ ଲାଗୁ କରିବାରେ କର୍ଣ୍ଣାଟକ ପ୍ରଥମ ରାଜ୍ୟ – ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ/ଭୁବନେଶ୍ୱର – ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତନ ଆଣିବା ପାଇଁ ଦେଶର ପ୍ରଥମ ରାଜ୍ୟ ଭାବେ କର୍ଣ୍ଣାଟକ ନୂଆ ଜାତୀୟ ଶିକ୍ଷା ନୀତି (ଏନଇପି-୨୦୨୦)କୁ ଲାଗୁ କରି ଅନ୍ୟ ରାଜ୍ୟ…

ଆଶ୍ରମ,ସେବାଶ୍ରମ ଓ ଏକଲବ୍ୟ ସ୍କୁଲ ରେ ସ୍ଥାୟୀ ନିଯୁକ୍ତି ନ ଦେଲେ ପ୍ରତୀକ ଧର୍ମଘଟ:ନାଗରିକ କମିଟି ର ଚେତାବନୀ

ସମ୍ବଲପୁର-ରମାକାନ୍ତ ବିଶ୍ବାଳ: ସମ୍ୱଳପୁର ରେ ନୂଆଁ କରି ଯୋଗ ଦେଇ ଥିବା ଜିଲ୍ଲା ଆଦିବାସୀ ମଙ୍ଗଳ ଅଧିକାରୀ ଶ୍ରୀ ଭାଗରଥି ପଟେଲ ଆଜି କୁଚିଣ୍ଡା ଗସ୍ତ ରେ ଆସି ଥିବା ବେଳେ ଆଇ ଟି ଡି ଏ କାର୍ଯ୍ୟଳୟ ରେ ପ୍ରଗତିଶୀଳ ନାଗରିକ ମଞ୍ଚ ର ବରିଷ୍ଠ ନାଗରିକ ମାନଙ୍କ ସହ ଆଲୋଚନା କରି ଥିଲେ ।ଏକଲବ୍ୟ…

ମହିଳା ସଂଗ୍ରାମ ସମିତି ପକ୍ଷରୁ ଚାଟଶାଳୀ ପାଠ

ସମ୍ବଲପୁର/ରମାକାନ୍ତ ବିଶ୍ବାଳ: ମହିଳା ସଂଗ୍ରାମ ସମିତି ରେଂଗାଲି ତରଫରୁ ରେଂଗାଲିର କିନାଲୋଇ ଗ୍ରା.ପ.ର ଲାଂଗବାହାଲ ଗ୍ରାମରେ,ବମାଲୋଇ ଗ୍ରା.ପ.ର ତିଲେଇମାଲ ( ଓରାମପଡା) ଗ୍ରାମରେ,ଝାଂକରପାଲି ଗ୍ରା.ପ.ର କୁସମଡିହ ଗ୍ରାମରେ ଏବଂ କତରବଗା ଗ୍ରା.ପ.ର ସହରାପଡା ଗ୍ରାମରେ ଆଖପାଖ ଚାଟଶାଳୀର ୬ ରୁ…

କୁଚିଣ୍ଡାକୁ ରେଳ ସଂଯୋଗ ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନି ବୈଷ୍ଣବଙ୍କୁ ଦାବୀ ପତ୍ର ପ୍ରଦାନ

ସମ୍ବଲପୁର-ରମାକାନ୍ତ ବିଶ୍ବାଳ:କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନି ବୈଷ୍ଣବ ଙ୍କ ବଲାଙ୍ଗୀର ଗସ୍ତ ପରିପ୍ରେକ୍ଷୀରେ କୁଚିଣ୍ଡା ରୁ ଏକ ପ୍ରତିନିଧି ମଣ୍ଡଳୀ ବଲାଙ୍ଗୀର ସର୍କିଟ ହାଉସ ଠାରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଙ୍କୁ ସାକ୍ଷାତ କରି କୁଚିଣ୍ଡା ଉପଖଣ୍ଡ କୁ ରେଳ ସଂଯୋଗ ପାଇଁ ଏକ ଦାବୀ ପତ୍ର…