କଫସିରପ ଓ ଅପମିଶ୍ରିତ ନିଶାଦ୍ରବ୍ୟ ସହିତ ଯୁବକ ଗିରଫ
ଶତ ଚେଷ୍ଟା ସତ୍ତ୍ୱେ ଲାଗିପାରୁନାହିଁ ଲଗାମ
ବରଗଡ :- କ୍ରମାଗତ ଭାବରେ ପ୍ରତ୍ୟେକ ଦିନ ଜିଲ୍ଲାର ବିଭିନ୍ନ ସ୍ଥାନରୁ ପୋଲିସ ତଥା ଅବକାରୀ ବିଭାଗ ବିପୁଳ ପରିମାଣରେ ପ୍ରତିବନ୍ଧିତ ମାଦକଦ୍ରଵ ଜବତ କରୁଛି । ହେଲେ ମାଦକଦ୍ରବ୍ୟ ର କାରବାର କରୁଥିବା ଅସାଧୁ ,ମୁନାଫଖୋର ବ୍ୟବସାୟୀ ମାନଙ୍କର…