ଅସାବଧାନତା ଯୋଗୁଁ ଘରେ ନିଆଁଲାଗି, ଜଣେ ମହିଳା ଗୁରୁତର
ରାଉରକେଲା (ବସନ୍ତ କୁମାର ଜେନା): ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଅସାବଧାନତା ଯୋଗୁଁ ଜଣଙ୍କ ଘରେ ନିଆଁ ଲାଗିଥିବାବେଳେ ପରିବାରର ଜଣେ ଗୁରୁତର ଆହତ ହୋଇଛନ୍ତି । ସୂଚନାନୁଯାୟୀ, ରାଜଗାଙ୍ଗପୁର ପୌରପାଳିକା ଅଧିନସ୍ଥ ୱାର୍ଡ଼ ନଂ-୭ ଗୋଶାଳା…