୪ ବରିଷ୍ଠ ଆଇଆରଏସ ଅଧିକାରୀଙ୍କୁ ମୁଖ୍ୟ ଆୟକର ଆୟୁକ୍ତ ପାହ୍ୟାକୁ ପଦୋନ୍ନତି

ଭୁବନେଶ୍ୱର : ଆୟକର ବିଭାଗରେ ୩୬ ଜଣ ପ୍ରଧାନ ଆୟକର ଆୟୁକ୍ତଙ୍କୁ ମୁଖ୍ୟ ଆୟକର ଆୟୁକ୍ତ ଭାବେ ପଦୋନ୍ନତି ମିଳିଥିବା ବେଳେ ସେମାନଙ୍କ ମଧ୍ୟରେ ରହିଛନ୍ତି ୪ ବରିଷ୍ଠ ଓଡ଼ିଆ ଅଧିକାରୀ | ଭାରତୀୟ ରାଜସ୍ବ ସେବାର ଯେଉଁ ୪ ଜଣ ବରିଷ୍ଠ ଓଡ଼ିଆ ଅଧିକାରୀ ଏହି ପଦୋନ୍ନତି ପାଇଛନ୍ତି ସେମାନେ ହେଲେ…

ପୂର୍ବତଟ ରେଳପଥ ଦ୍ୱାରା ଚଳିତ ଆର୍ଥିକ ବର୍ଷର ପ୍ରଥମ ପାଞ୍ଚ ମାସରେ 94.26 ନିୟୁତ ଟନ ପଣ୍ୟ ପରିବହନ |

ଭୁବନେଶ୍ୱର (ଶାସକ ପ୍ରଶାସକ) : ଚଳିତ ଆର୍ଥିକ ବର୍ଷର ପ୍ରଥମ ପାଞ୍ଚ ମାସରେ ତଥା ଏପ୍ରିଲ ପହିଲା ଠାରୁ ଅଗଷ୍ଟ ମାସ ୩୧ ତାରିଖ ମଧ୍ୟରେ ପୂର୍ବତଟ ରେଳପଥ ଦ୍ୱାରା 94.26 ନିୟୁତ ଟନ ପଣ୍ୟ ପରିବହନ କରାଯାଇଅଛି ଯାହାକି ପୂର୍ବ ଆର୍ଥିକ ବର୍ଷର ପ୍ରଥମ ପଞ୍ଚମାସ ମଧ୍ୟରେ ପରିବହନ କରାଯାଇଥିବା 72.32…

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ପଦ୍ମପୁରର ନୂତନ ପ୍ରଧାନ ଶିକ୍ଷକଙ୍କ ଯୋଗଦାନ ।

ପଦ୍ମପୁର(ଶାସକପ୍ରଶାସକ)-ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ପଦ୍ମପୁରର ନୂତନ ପ୍ରଧାନ ଶିକ୍ଷୟିତ୍ରୀ ଭାବରେ ଶ୍ରୀଯୁକ୍ତ କାଳୀଚରଣ ଦୁବେ ଯୋଗଦାନ କରିଛନ୍ତି । ଶ୍ରୀଯୁକ୍ତ ଦୁବେ ଏହା ପୂର୍ବରୁ ନୂଆପଡା ଜିଲ୍ଲା ଜନଶକ୍ତି ଉଚ୍ଚ ବିଦ୍ୟାଳୟ, ଖଏରାରେ ସିନିୟର ଏସ୍.ଇ.ଏସ୍. ପ୍ରଧାନ ଶିକ୍ଷକ ଭାବରେ…

ପଦ୍ମପୁର ରେ ବିଜେପି କୁ ଜବରଦସ୍ତ ଝଟକା

https://youtu.be/3iy-pWbbL8I ଜବରଦସ୍ତ ବିଜେପିରେ ସାମିଲ କରାଇ ଥିବା ଅଭିଯୋଗ ବରଗଡ଼ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ର ବିଧାୟକ ପ୍ରତିନିଧି ଶ୍ରୀ ହୃଦାନନ୍ଦ ବାରିକ ଙ୍କର ପୁଅ ସୁକାନ୍ତ ବାରିକ ଙ୍କୁ ଆଜି ବିଜେପିର କିଛି କର୍ମକର୍ତ୍ତା ମାନେ ପ୍ରବର୍ତ୍ତାଇ ବିଜେପିରେ ସାଂସଦ ଶ୍ରୀ…

କଂଗ୍ରେସ ଦେଶର ସଂପତି ତିଆରି କଲା, ମୋଦି ତାକୁ ବିକିଲେ : କଂଗ୍ରେସ

ଭୁବନେଶ୍ବର – ୨୦୧୪ ମସିହା ପାଖରୁ ଭାରତବର୍ଷର ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ମଳାଶୟ କେବନ୍ ଦେଶରେ ମିଛ ବିକ୍ରୀ କରିବାଲିଲେ । ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଯଦି ମୋଦିଙ୍କର ଯେତେଗୁଡ଼ିଏ ଭିଡିଓ ବା ସାମାଜିକ ଗଣମାଧ୍ୟମରେ ତାଙ୍କ କଥାକୁ ଯଦି ବିଚାରକୁ ନେବେ ସେ ଯାହା…

୪୭ ପରିବାରକୁ ଗୋଟିଏ ସୋଲାର ପାଣି ଟାଙ୍କି : ଗାଁକୁ ନାହିଁ ପକ୍କା ରାସ୍ତା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଳକର ବିଭିନ୍ନ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବିଭିନ୍ନ ସମୟରେ ଲାଗି ରହିଛି ବହୁ ସମସ୍ୟା। ସରକାରୀ ସ୍ତରରେ ହେଉ କି ରାଜନେତାଙ୍କ ସ୍ତରରେ ଅଞ୍ଚଳର ବିକାଶ ହୋଇପାରୁନି। ଯେମିତି କି ସବୁ ଯୋଜନା କଥାରେ ହିଁ ରହି ଯାଉଛି।…

ଗୁରୁ ଶ୍ରୀ ରଘୁନାଥ ପାତ୍ରଙ୍କୁ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସହରର ମହାନ କଣ୍ଠଶିଳ୍ପୀ , ତବଲା ବାଦକ ପଣ୍ଡିତ ଶିରୋମଣୀ ଗୁରୁ ଶ୍ରୀ ରଘୁନାଥ ପାତ୍ରଙ୍କୁ ରାଜ୍ୟ ସ୍ତରରେ ଭୁବନେଶ୍ୱର ସ୍ଥିତ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ବିଶିଷ୍ଠ ଓଡିଶୀ କଣ୍ଠ ସଙ୍ଗୀତ ଭାବେ ଓଡିଶା ସଙ୍ଗୀତ ନାଟକ…

କ୍ଷୁଦ୍ର ଜୈବସାର ପ୍ରକ୍ରିୟାକରଣ କେନ୍ଦ୍ର ଉଦ୍ଘାଟନ କଲେ ଉତ୍ତର ବିଧାୟକ

ଭୁବନେଶ୍ଵରରୁ ଚକ୍ରଧର ମାଝି : ଭୁବନେଶ୍ବର (ଉତ୍ତର) ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମହାନଗର ନିଗମ, ୱାର୍ଡ ନମ୍ବର ୯ ଓ ୧୧ରେ ୬୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ କ୍ଷୁଦ୍ର ଜୈବସାର ପ୍ରକ୍ରିୟାକରଣ କେନ୍ଦ୍ର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ ରାଉତଙ୍କର କରକମଳରେ ଉଦଘାଟିତ ହୋଇଯାଇଛି । "ଏହି…

ବିଜୁ ଜନତା ଦଳ ତରଫରୁ ରାଷ୍ଟ୍ରପତି ଙ୍କୁ ଦାବିପତ୍ର

ବରଗଡ :- ବିଭିନ୍ନ କ୍ଷେତ୍ରରେ ଓଡିଶାକୁ କେନ୍ଦ୍ରର ଅବହେଳା ବା ଓଡିଶା ପ୍ରତି କେନ୍ଦ୍ର ବୈମାତୃକ ମନୋଭାବ ରାଜ୍ୟ ବାସୀଙ୍କୁ ସ୍ପଷ୍ଟ ଭାବରେ ଦିଶୁଛି । କିନ୍ତୁ କୃଷି କ୍ଷେତ୍ରରେ କୋଣସି ଅବହେଳା ଅତ୍ୟନ୍ତ ଗ୍ରହଣୀୟ ନୁହେଁ । ରାଜ୍ୟକୁ ଆବଶ୍ୟକ ଥିବା ମୁତାବକ ରାସାୟନିକ ସାର ଯୋଗେଇ ଦେବାରେ…

ଗର୍ଜ୍ଜିଲା ବିଜେଡି : ଓଡ଼ିଶାର ଚାଷୀଙ୍କ ପ୍ରତି ଅବହେଳା ଓ ସାର ଯୋଗାଣରେ ବିଳମ୍ବକୁ ନେଇ ପ୍ରତିବାଦ

ରାଜଭବନ ସମ୍ମୁଖରେ ବିକ୍ଷୋଭ , ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ ଭୁବନେଶ୍ୱର /ଚକ୍ରଧର ମାଝୀ : କେନ୍ଦ୍ର ସରକାରଙ୍କ ଓଡ଼ିଶାର ଚାଷୀ ମାନଙ୍କ ପ୍ରତି ଅବହେଳା ପ୍ରତିବାଦ ଏବଂ ଆମ ରାଜ୍ୟକୁ ଚଳିତ ଖରିଫ ଫସଲ ପାଇଁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଚାଷୀମାନଙ୍କୁ…