ଉଠା ଜଳସେଚନ ଚାଷୀ କୂଳର ଭରସା- ଜଳସମ୍ପଦ ମନ୍ତ୍ରୀ
ଓ.ଏଲ୍.ଆ.ଇ,ସି.କାର୍ଯ୍ୟାଳୟରେ ମନ୍ତ୍ରୀଙ୍କ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା,୩ ଦିନରେ ୧୪ ହଜାର ହେକ୍ଟର ଜମିକୁ ଜଳସେଚନ ।
ଭୁବନେଶ୍ୱର(ଶାସକ ପ୍ରଶାସକ) : ଆଜି ଅପରାହ୍ଣରେ ରାଜ୍ୟ ଜଳସମ୍ପଦ ଓ ସୂଚନା ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଓଡିଶା ଉଠା ଜଳସେଚନ ନିଗମ ସମ୍ମିଳନୀ କକ୍ଷରେ…