ରୁନୁ କିଶନ କୁ ତୁରନ୍ତ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉ।
କେନ୍ଦୁଝର/ସିଦ୍ଧେଶ୍ୱର ସାହୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାର ଅସ୍ଥିଶଲ୍ୟ ମହିଳା ୱର୍ଡର 61 ନଂ ବେଡ୍ ରେ ସୁଦୂର ତେଲକୋଇ ଅଞ୍ଚଳ ରୁ ଆଦିବାସୀ ଝିଅ ଟିଏ ଅସି ଚିକିତ୍ସିତ ହେଉଛି। ପାୟ 6 ମାସ ତଳେ ସେ ଘରେ ପଡି ଯିବା ରୁ ଅଣ୍ଟାରେ ଆଘାତ ପାଇଥିଲା। ଅର୍ଥ ଅଭାବରୁ ଚିକିତ୍ସା କରି ନ ପାରି ସେ…