ସାରା ଦେଶରେ ପ୍ରଥମ : ଘର ମରାମତି ପାଇଁ ସହାୟତା ଦେବେ ରାଜ୍ୟ ସରକାର
ଓଡ଼ିଶା କ୍ୟାବିନେଟରେ ନିଷ୍ପତ୍ତି : ମୁଖ୍ୟମନ୍ତ୍ରୀ କଲେ ଗୁରୁତ୍ୱପୂର୍ଣ୍ଣ ଘୋଷଣା
ଭୁବନେଶ୍ୱର (ଶାସକ ପ୍ରଶାସକ) : ଓଡ଼ିଶା କ୍ୟାବିନେଟରେ ଆଜି ନିଆଯାଇଛି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି । ରାଜ୍ୟବାସୀଙ୍କୁ ଘର ମରାମତି ପାଇଁ ସହାୟତା ଦେବେ ସରକାର । ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…