କୌଶଲ୍ୟାଗଙ୍ଗ ସରକାରୀ ମାଛଫାର୍ମରେ ଗିଫ୍ଟ ହ୍ୟାଚେରୀ ପ୍ରତିଷ୍ଠା

"ଗିଫ୍ଟ  ଟିଲାପିଆ ଏକବିଂଶ ଶତାବ୍ଦୀର ମୁଖ୍ୟ ଚାଷ ଉପଯୋଗୀ ମାଛ ପ୍ରଜାତି ରୂପେ ପରିଗଣିତ ହେବ" ଭୁବନେଶ୍ୱର:ଓଡ଼ିଶା ରାଜ୍ୟ ମତ୍ସ୍ୟଚାଷୀଙ୍କର ଆବଶ୍ୟକତା ଓ ଆଗ୍ରହକୁ ଦେଖି କୌଶଲ୍ୟାଗଙ୍ଗସ୍ଥିତ ସରକାରୀ ମାଛ ଫାର୍ମ ମଧ୍ୟରେ ରାଜ୍ୟର ପ୍ରଥମ ଗିଫ୍ଟ ଟିଲାପିଆ ହ୍ୟାଚେରୀ ବା ଯାଆଁଳ ଉତ୍ପାଦନ…

ଇମ୍ଫା ଥେରୁବାଲିକୁ କଳିଙ୍ଗ ସୁରକ୍ଷା ପୁରସ୍କାର ପ୍ରଦାନ

ରାୟଗଡା(ସରୋଜ କୁମାର ସାହୁ) : ଇଣ୍ଡିଆନ ମେଟାଲସ୍ ଆଣ୍ଡ ଫେରୋ ଆଲୋଏଜ ଲିମିଟେଡ ଥେରୁବାଲିକୁ ସୁରକ୍ଷା ନିରାପତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କଳିଙ୍ଗ ସୁରକ୍ଷା ପୁରସ୍କାର (ରୌପ୍ୟ ପଦକ) ୨୦୨୦ ମିଳିଛି । ଭୂବନେଶ୍ୱର ଠାରେ ଥିବା ହୋଟେଲ ନିୟୁ ମାରିୟନରେ ଆୟୋଜିତ କାର୍ଯ୍ୟକ୍ରମରେ…

ସମ୍ବାଦପତ୍ର ହକର ମାନଙ୍କୁ ସ୍ୱତନ୍ତ୍ର କୋଭିଡ ସହାୟତା ପ୍ରଦାନ

ରାୟଗଡା(ସରୋଜ କୁମାର ସାହୁ) :ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଖବର କାଗଜ ହକର ମାନଙ୍କୁ ସେମାନଙ୍କର ହକ ପ୍ରଦାନ କରିଛନ୍ତି । ସେମାନଙ୍କ ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇ ସେମାନଙ୍କୁ ସ୍ୱତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିବା ସହ ଅଣସଂଗଠିତ କ୍ଷେତ୍ର ସାମଜିକ…

ଓଡିଶାର ଦ୍ୱିତୀୟ ଝୋଲା ପୋଲର ରକ୍ଷଣାବେକ୍ଷଣ ଦାବୀ : ରାୟଗଡ ଜିଲ୍ଲା ବିକାଶ ମଂଚ ତରଫରୁ ବିଧାୟକଙ୍କୁ ଦାବୀପତ୍ର

ରାୟଗଡା(ସରୋଜ କୁମାର ସାହୁ) :ରାୟଗଡ ଜିଲ୍ଲା ବିକାଶ ମଂଚ ତରଫରୁ ରାୟଗଡ ସଦର ମହକୁମାର ଚେକାଗୁଡା ଗ୍ରାମ ନିକଟରେ ବୋହି ଯାଉଥିବା ଖରସ୍ରୋତା ନାଗାବଳୀ ନଦୀ ଉପରେ ନିର୍ମିତ ଓଡିଶାର ଦ୍ୱିତୀୟ ଝୋଲା ପୋଲର ରକ୍ଷଣାବେକ୍ଷଣ ଓ ସେଲଫି ଫୋଟୋ ଉଠାଇବା ନିଶାରେ ନାଗାବଳୀ ନଦୀରେ ବୁଡିଯାଇ ଅକାଳ ମୃତ୍ୟୁ…

ପଦ୍ମପୁର ସହରର ଓ୍ବାର୍ଡ ନମ୍ବର ୦୬ ରେ ଘର ଘର ବୁଲି ଟୀକାକରଣ ।

ପଦ୍ମପୁର(ଶାସକପ୍ରଶାସକ)-କରୋନା ଟୀକା କରଣ ପାଇଁ ସରକାର ଆଉ ପାଦେ ଆଗକୁ ଆସିଛନ୍ତି । ବିଭିନ୍ନ ଡାକ୍ତରଖାନା, ଗାଁ ଗହଳିର କ୍ୟାମ୍ପ କରି ଟୀକା କରଣ ପରେ ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଟୀକା ନେଇ ନାହାଁନ୍ତି ସେମାନଙ୍କ ଘରକୁ ଘର ଯାଇ ଟୀକା କରଣ କରୁଥିବା ଦେଖିବାକୁ ମିଳିଛି ।…

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଖବର କାଗଜ ହକର୍ସମାନଙ୍କୁ କୋଭିଡ଼ ସହାୟତା ପ୍ରଦାନ

ସୁନ୍ଦରଗଡ଼ ଜିଲ୍ଲାର ୩୦୦ ହକର୍ସ ଉପକୃତ ହେବେ ରାଉରକେଲା,(ବସନ୍ତ ଜେନା): ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସିଂ ଜରିଆରେ ରାଜ୍ୟର ଖରବକାଗଜ ହକର୍ସମାନଙ୍କୁ କୋଭିଡ଼ ସହାୟତା ପ୍ରଦାନ କରିଛନ୍ତି । ଏଥିରେ ସୁନ୍ଦରଗଡ଼ ଜିଲ୍ଲାର ୩୦୦ ହକର୍ସ ଉପକୃତ ହେବେ । ଖବରକାଗଜ…

ପାରଳାଖେମୁଣ୍ଡି ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଦ୍ଵାରା ବୁରସିଙ୍ଗ ଗ୍ରାମରେ କୁକୁଡା ପାଳନ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ଵାରା ବୁରସିଙ୍ଗ ଗ୍ରାମରେ ଚାଲିଥିବା କୁକୁଡା ପାଳନ ତାଲିମ କାର୍ଯ୍ୟକ୍ରମର ଉଦଯାପନ ସଭା ଗୁରୁବାର ଦିନ ଆର୍ସେଟି ପରିସରରେ ଅନୁଷ୍ଠିତ ହୋଇଛି। ଗତ ୧୪.୧୨.୨୦୨୧ ଠାରୁ…

ଖବର କାଗଜ ହକର ମାନଙ୍କ ପାଇଁ ସ୍ୱତନ୍ତ୍ର ସହାୟତାର ଶୁଭାରମ୍ଭ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓଡିଶାର ସମସ୍ତ ଖବର କାଗଜ ହକର ମାନଙ୍କ ସକାଶେ ସାମାଜିକ ସୁରକ୍ଷା ଯୋଜନାର ଶୁଭାରମ୍ଭ କରିଛନ୍ତି। ଖବର କାଗଜ ହକର ଗଣଙ୍କ ପାଇଁ ଏହି ସାମାଜିକ ସୁରକ୍ଷା ଯୋଜନା ଜନ ସାଧାରଣ ଦେଶ…

ଧାନଖଳା ରେ ନିଆଁ ଲାଗି ପୁଡ଼ି ଜଳି ଗଲା ଧାନ ଗଦା।

ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ କଲେ ଆୟତ । କଲ୍ୟାଣସିଂହପୁର:ପ୍ରଦୀପ ଦଲାଇ/ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ପ୍ରଧାନୀଗୁଡା। ଗାଁ ର ଦୁଇଜଣଙ୍କ ପ୍ରାୟ ୨୭ ପକେଟ ଧାନ ପୋଡିଯାଇଥିବା ଦେଖିବାକୁ ମିଳିଛି । ପ୍ରଧାନୀଗୁଡା ଗାଁର ସୌନ୍ଦର୍ଯ୍ୟ ସୁନା, ଓ ରବି…

କଥା ଦେଇ କଥା ରଖିଲେ ସରକାର: ରେମୁଣା କ୍ରୀଡ଼ା ଇତିହାସରେ ସୃଷ୍ଟି ହେବ ନୂଆ ଅଧ୍ୟାୟ

ବାଲେଶ୍ୱର : କଥା ଦେଇ କଥା ରଖିଲେ ରାଜ୍ୟ ସରକାର I ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ନେଇ ଯେଉଁ ଲୋକ ବାକ୍ୟ ରହିଛି ତାହା ଆଜି ପୁଣି ଥରେ ପ୍ରମାଣିତ ହୋଇଛି I ଗତ 18 ତାରିଖରେ ମାନ୍ୟବର ଇଲେକ୍ଟ୍ରୋନିକ୍ସ ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା,…