ପଲ୍ଲୀଶ୍ରୀ-ମେଳା -୨୦୨୧ ଉଦଘାଟିତ

https://youtu.be/5BcxvkIxpCg ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳ ପଡିଆ ଠାରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା ଓରମାସ ଓ ଜିଲ୍ଲା ଜୀବିକା ମିଶନ ସହଯୋଗରେ…

ଓମିକ୍ରନ୍ ଚିନ୍ତା : ବଡ଼ଦିନ ଓ ନୂଆବର୍ଷ ପାଇଁ କଟକଣା, ସେଲିବ୍ରେସନ ମନା

ଭୁବନେଶ୍ୱର : ନୂଆ ଭାରିଏଣ୍ଟ ଓମିକ୍ରନ୍ ସଂକ୍ରମଣ ଦୃଷ୍ଟିରୁ ବଡ଼ଦିନ ଓ ନୂଆବର୍ଷ ପାଳନକୁ ନେଇ ରାଜ୍ୟ ସରକାର ଜାରି କରିଛନ୍ତି କଟକଣା । କେବଳ ବାହାଘର ଓ ଶୁଦ୍ଧିକ୍ରିୟାକୁ ଛାଡ଼ି ଅନ୍ୟ ସବୁ ସେଲିବ୍ରେସନ୍ ଓ ଭୋଜିଭାତ ଉପରେ ଲାଗିଛି କଟକଣା। ବଡ଼ଦିନ ପାଳନ କେବଳ ଚର୍ଚ୍ଚ ମଧ୍ୟରେ ଶିନିତ ରହିବ |…

ପୂର୍ବତନ ରାଜ୍ୟସଭା ସଦସ୍ୟ ଗଣେଶ୍ୱର କୁସୁମଙ୍କ ପରଲୋକ

ରାଉରକେଲା(ବସନ୍ତ ଜେନା): ପୂର୍ବତନ ରାଜ୍ୟସଭା ସଦସ୍ୟ ତଥା ବିଶିଷ୍ଟ କଂଗ୍ରେସ ନେତା ଗଣେଶ୍ୱର କୁସୁମ ଆଉ ନାହାନ୍ତି। ୮୭ ବର୍ଷ ବୟସରେ ସେ ଶୁକ୍ରବାର ଇହଲୀଳା ସମ୍ବରଣ କରିଛନ୍ତି। ସେ ଜଣେ ଅତ୍ୟନ୍ତ ପରୋପକାରୀ, ଲୋକପ୍ରିୟ ରାଜନେତା ଥିଲେ। ତାଙ୍କ ବିୟୋଗରେ କଂଗ୍ରେସ ଦଳ ଏବଂ ଅଞ୍ଚଳବାସୀ ଶୋକ…

ପୁଣି ଜବତ ହେଲା କଫ ସିରପ

ବାରମ୍ବାର ସମାନ ଅପରାଧ କରୁଛନ୍ତି ଅଭ୍ୟାସଗତ ଅପରାଧୀ ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ମୁଖ୍ୟ ଛକ ନିକଟରେ ରହୁଥିବା ଲଳିତା ରାଓ ଓ ତାଙ୍କ ପୁଅ ମୁକେଶ ରାଓ ର ଘରେ ଗତ ରାତିରେ ପାଇକମାଲ ଥାନା ସବଇନ୍ସପେକ୍ଟର ଚୁମ୍କି ପ୍ରଭା ନାଥ ଓ ପୋଲିସ ଦଳ ଚଢ଼ାଉ କରି ବିପୁଳ ମାତ୍ରାରେ କଫସିରଫ , ନିଶା…

୩୫୭ ଜଣ ନିର୍ମାଣ ଶ୍ରମିକଙ୍କୁ ୧କୋଟି ୬୯ ହଜାର ୭୭ ହଜାର ୮ଶହ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ

ସୋହେଲା(ଶାସକପ୍ରଶାସକ)-ଆଜି ସୋହେଲା ନିକଟସ୍ଥ ହଲଦିପାଲି ଠାରେ ଓଡିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ନିର୍ମାଣ ଶ୍ରମିକ ସଚେତନତା ଓ ସହାୟତା ପ୍ରଦାନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ…

ପଥପାର୍ଶ୍ବ ବିକ୍ରେତା ମାନଙ୍କୁ ସାହାଯ୍ୟର ହାତ ବଢାଇଲେ ମୁଖ୍ୟମନ୍ତ୍ରୀ

ଆପଣମାନଙ୍କ କଷ୍ଟ ମୁଁ ଅନୁଭବ କରୁଛି, ସରକାର ସବୁବେଳେ ଆପଣମାନଙ୍କ ସହିତ ଅଛନ୍ତି – ମୁଖ୍ୟମନ୍ତ୍ରୀ ୧ ଲକ୍ଷ ୧ ହଜାର ବିକ୍ରେତା ପାଇଲେ ୩୦୦୦ ଟଙ୍କା ସ୍ବତନ୍ତ୍ର କୋଭିଡ ସହାୟତା, ସମୁଦାୟ ୩୦ କୋଟି ୩୦ ଲକ୍ଷ ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ୬୦୦୦ ଟଙ୍କା ଲେଖାଏ ପାଇଥିଲେ…

ଆବାସ ପାଇଁ ରାସ୍ତା ଅବରୋଧ କରିଛନ୍ତି ତିନିଶହ ପରିବାର ।

ପଦ୍ମପୁର : ବରଗଡ ଜିଲ୍ଲା ପଦ୍ମପୁର ବଲାଙ୍ଗୀର ରାସ୍ତା ଝାଙ୍କରପାଲି ଠାରେ ରାସ୍ତା ରୋକ କରିଛନ୍ତି ଝାଙ୍କର ପାଲି ଗ୍ରାମବାସୀ। Secc ତାଲିକାରେ ନାମ ନ ରହିବାରୁସେମାନେ ସରକାରୀ ସହାୟତା ରୁ ବଞ୍ଚିତ ଅଛନ୍ତି। ଏହି ଗ୍ରାମରେ ଦିନ ମଜୁରିଆ ତଥା ଖଟିଖିଆ ଲୋକ ବାସ କରନ୍ତି । ହେଲେ ସେମାନେ ଆବାସ…

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ ଗଣିତ ଦିବସ ପାଳନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତୀୟ ଗଣିତଜ୍ଞ ଶ୍ରୀନିବାସ ରାମନୁଜମ୍ ସାରା ବିଶ୍ୱକୁ ଗଣିତ କ୍ଷେତ୍ରରେ ତାଙ୍କର ଅସାଧାରଣ ପ୍ରତିଭା ଦ୍ୱାରା ଭାରତ ପାଇଁ ଗୌରବ ଆଣିଥିଲେ। ତେଣୁ ତାଙ୍କର ଜନ୍ମ ଦିବସକୁ ଜାତୀୟ ଗଣିତ ଦିବସ ରୂପେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ,…

ଜିଲ୍ଲା ଭାଜପା କୃଷକ ମୋର୍ଚ୍ଚା ପକ୍ଷରୁ କୃଷକ ଦିବସ ପାଳନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ କେରାଣ୍ଡି ଗ୍ରାମରେ ଗଜପତି ଜିଲ୍ଲା ଭାଜପା କୃଷକ ମୋର୍ଚ୍ଚା ପକ୍ଷରୁ କୃଷକ ଦିବସ ପାଳନ ଅବସରରେ କୃଷକ ମାନଙ୍କୁ ସମ୍ମାନିତ କରାଯାଇଛି । ଏହି ଅବସରରେ ଅନୁଷ୍ଠିତ ଏକ କୃଷକ ସଚେତନତା ସଭାରେ କୃଷକ-ମୋର୍ଚ୍ଚା…

ଉଷୁମାରେ ବିଜୁ ସ୍ୱାସ୍ଥ୍ୟକାର୍ଡ ବଣ୍ଟନ ଓ ମହିଳା ଏସଏଚଜି ସମୀକ୍ଷା ବୈଠକ

ମହିଳାମାନଙ୍କ ସଶକ୍ତିକରଣ ଦିଗରେ ଆମେ ସଂକଳ୍ପବଦ୍ଧ - ମନ୍ତ୍ରୀ ମାହାଙ୍ଗା /ସପ୍ତ ଜ୍ୟୋତି ରାଉଳ:ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉଷୁମା ଠାରେ ବିଜୁ ସ୍ୱାସ୍ଥ୍ୟକାର୍ଡ ବଣ୍ଟନ ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି | ବ୍ଲକ ମହିଳା ଓ ଶିଶୁ କଲ୍ୟାଣ…