ଜାତୀୟ ଖାଉଟି ଅଧିକାର ଦିବସ ପାଳନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ବସଷ୍ଟାଣ୍ଡ ସ୍ଥିତ ମୋଟର କାର୍ଯ୍ୟକାରୀ ସଂଘ ଆନୁକୁଲ୍ୟରେ ଏକ ସଚେତନତା ସଭା ଜିଲ୍ଲା କାର୍ଯ୍ୟକାରିଣୀ ସଭାନେତ୍ରୀ ତନୁଜା ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇସାରିଛି। ଏହି ଆଲୋଚନାରେ ଖାଉଟି ମାନଙ୍କ ବିଭିନ୍ନ ସମସ୍ୟା ଓ ଅଧିକାର…

ସେକ୍ଟର ୩ ପ୍ରାଚୀନ ଦେବ ପୀଠ ଅଇଁରାବନ୍ଧରେ ଯାତ୍ରୀ ନିବାସ ଉଦ୍‌ଘାଟିତ

ରାଉରକେଲା(ବସନ୍ତ କୁମାର ଜେନା): ରାଉରକେଲା ଷ୍ଟିଲ ଟାଉନସିପର ପ୍ରଚୀନ ଦେବ ପୀଠ ସେକ୍ଟର-୩ ଅହିଁରାବନ୍ଧ ଜଗନ୍ନାଥ ମନ୍ଦିର ପରିସରରେ ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଯାତ୍ରୀନିବାସର ଶୁଭ ଉଦଘାଟନ ଅନୁଷ୍ଠିତ ହୋଇଯାଇଛି । ଏହି ଯାତ୍ରୀନିବାସ ନିର୍ମାଣ ୧/୧୧/୨୦୧୮ ମସିହାରେ ଓଡିଶା ସରକାରଙ୍କ…

ନୟାଗଡରେ ପଲ୍ଲୀଶ୍ରୀ ମେଳା ଉଦଘାଟିତ

ନୟାଗଡ଼ (ବିଶ୍ୱଜିତ ନାୟକ) -ନୟାଗଡ ମହୋତ୍ସବ ପଡିଆ ଠାରେ ଆଜି ପଲ୍ଲୀଶ୍ରୀ ମେଳା ଉଦଘାଟିତ ହୋଇଯାଇଛି ।ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ନୟାଗଡ ବିଧାୟକ ତଥା ଉଚ୍ଚ ଶିକ୍ଷା, କୃଷି ଓ କୃଷକ ସଶକ୍ତିକରଣ ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଯୋଗଦେଇ ଏହାକୁ…

ଆଞ୍ଚଳିକସ୍ତରୀୟ ‘ଆମ ଲୋକକଳା ଆମ ସଂସ୍କୃତି’ କାର୍ଯ୍ୟକ୍ରମ ଉଦଘାଟିତ

ନୟାଗଡ଼ (ବିଶ୍ୱଜିତ ନାୟକ )- ନୟାଗଡ଼ ପୁରୁଣା ସହରଠାରେ ମା ଦକ୍ଷିଣକାଳୀଙ୍କ ପଡ଼ିଆ ପ୍ରାଙ୍ଗଣରେ ଆଜି ଆଞ୍ଚଳିକ ସ୍ତରୀୟ 'ଆମ ଲୋକକଳା ଆମ ସଂସ୍କୃତି' କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନୟାଗଡ଼ ବିଧାୟକ ତଥା ମାନ୍ୟବର ମନ୍ତ୍ରୀ ଡ.ଅରୁଣ କୁମାର ସାହୁ…

ଥୁଆମୂଳ-ରାମପୁର ମାଣିକେଶ୍ବରୀ ପୀଠର ବିକାଶ କାମର ଶିଳାନ୍ୟାସ ରଖିଲେ ମୁଖ୍ୟମନ୍ତ୍ରୀ

କଳାହାଣ୍ଡି ଆଜି ବିକାଶର ନୂଆ ପରିଚୟ ନେଇ ଆଗକୁ ବଢୁଛି - ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର(ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କଳାହାଣ୍ଡିର ଥୁଆମୂଳ-ରାମପୁର ମା ମାଣିକେଶ୍ବରୀ ପୀଠର ବିକାଶ କାମର ଶିଳାନ୍ୟାସ କରିଛନ୍ତି । ଏଥିରେ ଦୁଇ…

ଡାହାଣୀ ଓ ଗୁଣିଗାରେଡି ଦୂରୀକରଣ ପାଇଁ ମହାରାଜା ଶ୍ରୀରାମଚନ୍ଦ୍ରଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ପକ୍ଷରୁ ଜନସଚେତନତା…

ମୟୂରଭଞ୍ଜ(ଦିଲ୍ଲୀପ ମହାନ୍ତି )- ଆଧୁନିକ ଓଡ଼ିଶାର ଏକବିଂଶ ଶତାବ୍ଦୀରେ ପହଞ୍ଚିଥିଲେ ମଧ୍ୟ କେତେକ ଅସାମାଜିକ କାର୍ଯ୍ୟପାଇଁ ଏବେ ମଧ୍ୟ ଅତ୍ୟାଚାରିତ ଓ ନିଷ୍ପେଶିତ ହେଉଛନ୍ତି ଅନେକ ନୀରିହ ଜନତା। ଆଜି ମଧ୍ୟ ଅନେକ ନିରିହ ନାରୀ ଅତ୍ୟାଚାରିତ ହେଉଛନ୍ତି ଡାହାଣି ଆଖ୍ୟା ପାଇ । ଏହା ବେଶୀ…

ଶିକ୍ଷାନୁଷ୍ଠାନ ର ୧୦୦ ମିଟର ପରିସରରେ ଗୁଟକା ସିଗାରେଟ୍ ତଥା ଅନ୍ୟାନ୍ୟ ମାଦକ ଦ୍ରବ୍ୟ ବିକ୍ରେତାଙ୍କ ଉପରେ ଚଢ଼ାଉ

ମୟୂରଭଞ୍ଜ(ଦିଲ୍ଲୀପ ମହାନ୍ତି )- ବାରିପଦା ସହରରେ ବିଭିନ୍ନ ଶିକ୍ଷାନୁଷ୍ଠାନ ର ୧୦୦ ମିଟର ପରିସରରେ ବିକ୍ରି ହେଉଥିବା ଗୁଟକା ସିଗାରେଟ୍ ତଥା ଅନ୍ୟାନ୍ୟ ମାଦକ ଦ୍ରବ୍ୟ ବିକ୍ରେତାଙ୍କ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପୋଲିସ,…

କ୍ରିଷ୍ଣା କପ୍ କ୍ରିକେଟ୍ ଉଦଘାଟିତ: ସେମିରେ ଉପରବାହାଲ

ପଦ୍ମପୁର: ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡ଼ିଆ ରେ କେ.ସି.ସି. ଦ୍ଵାରା ଆୟୋଜିତ ୨୦ତମ କ୍ରିଷ୍ଣା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ମ୍ୟାଚରେ ଉପରବାହାଲ ଦଳ କଲଙ୍ଗାପାଲି ଦଳକୁ ହରାଇ ଏବଂ ଦ୍ବିତୀୟ ମ୍ୟାଚ ରେ ଖଇରପାଲି ଦଳ ଗସ୍ତିଡିହି ଦଳକୁ ହରାଇ କ୍ବାଟର…

ଶିକ୍ଷା ଦୁନିଆରେ ଦୀର୍ଘ ୨୫ ବର୍ଷର ସଫଳ ଜୟଯାତ୍ରାର ସ୍ମାରକୀ : ସୋଆର “ମାଇ ଷ୍ଟାମ୍ପ”

 ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଉନ୍ମୋଚିତ ହେଲା ସ୍ୱତନ୍ତ୍ର ଡାକଟିକଟ ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ୨୫ ବର୍ଷ ପୂର୍ତୀ ଅବସରରେ ଏକ ସ୍ୱତନ୍ତ୍ର ଡାକଟିକଟ “ମାଇ ଷ୍ଟାମ୍ପ” ଏହାର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଦ୍ୱାରା ଶୁକ୍ରବାର ଉନ୍ମୋଚିତ…

ପ୍ରଫେସର ସସ୍ମିତାରାଣୀ ସାମନ୍ତ କିଟ୍‍ ବିଶ୍ୱବିଦ୍ୟାଳୟର ପ୍ରଥମ ମହିଳା କୁଳପତି

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ପ୍ରଫେସର ସସ୍ମିତାରାଣୀ ସାମନ୍ତ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ପ୍ରଫେସର ହୃଷୀକେଶ ମହାନ୍ତିଙ୍କ କାର୍ଯ୍ୟକାଳ ଶେଷ ହୋଇଯିବା ପରେ କୁଳାଧିପତି ପ୍ରଫେସର ବେଦ ପ୍ରକାଶ ପ୍ରଫେସର ସସ୍ମିତା ସାମନ୍ତଙ୍କୁ ବିଶ୍ୱବିଦ୍ୟାଳୟର ନୂତନ…