ଜନସାଧାରଣଙ୍କୁ ପୁଣି ନିବେଦନ କଲେ ମୁଖ୍ୟମନ୍ତ୍ରୀ : ସତର୍କ ରୁହନ୍ତୁ ଓ କୋଭିଡ ନିୟମର ଦୃଢ ଅନୁପାଳନ କରନ୍ତୁ

କୋଭିଡ ସମୀକ୍ଷା: ଆସନ୍ତା ୧୦ ଦିନ ମଧ୍ୟରେ ସମସ୍ତ ସରକାରୀ, ବେସରକାରୀ ସମସ୍ତ କୋଭିଡ ହସ୍‌ପିଟାଲ ପ୍ରସ୍ତୁତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦ୍ବିତୀୟ ଲହରୀର ସର୍ବୋଚ୍ଚ ସ୍ତରରେ ଯେତିକି ଶଯ୍ୟା ଓ ଆଇସିୟୁ ବ୍ୟବସ୍ଥା ହୋଇଥିଲା, ସେହି ପରିମାଣର ବ୍ୟବସ୍ଥା ପ୍ରସ୍ତୁତ…

ବ୍ଳକ କାର୍ଯ୍ୟାଳୟରେ ତାଲା ପକାଇଲେ ଚାଷୀ

https://youtu.be/N3lyhxciYzg ପଦ୍ମପୁର (ଶାସକ ପ୍ରଶାସକ) ବୀମା କମ୍ପାନୀର ଟାଲଟୁଲ ନିତି ତଥା ଚାଷୀଙ୍କ ବୀମା ରିଜେକ୍ଟ କରିଥିବା ବିମା କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ତଥା ଚାଷୀଙ୍କ ବୀମା ବୈଧତା କରିବା ପାଇଁ ଚାଷୀଙ୍କ ମାନେ ଆଜି ରାଜବୋଡାସମ୍ବର ବ୍ଳକ କାର୍ଯ୍ୟାଳୟକୁ ତାଲା…

ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପିଲାମାନଙ୍କର ଟୀକାକରଣ ଶୁଭ ଉଦଘାଟନ

ଖୋର୍ଦ୍ଧା/ରବି ନାରାୟଣ ସାହୁ- ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ (୧୫-୧୮)ବର୍ଷର ପିଲା ମାନକୁ ଟୀକାକରଣର ଶୁଭ ଉଦଘାଟନ କଲେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସା ଳୟ ଅଧିକାରୀ ଡା ଆର୍ତ୍ତ ବନ୍ଧୁ ନାୟକ ଦ୍ୱାରା କରାଗଲା।ଖୋର୍ଦ୍ଧା ଜିଲ୍ଲାର ମୋଟ ୫୭୨୯୦ଜଣ ଶିଶୁ ଙ୍କୁ କଭାସ୍କିନି ଟୀକା ଦେବା…

ଡିସିପି କାର୍ଯ୍ୟାଳୟକୁ ସିଲ୍ କଲା ବିଏମସି

ଭୁବନେଶ୍ୱର(ଶାସକ ପ୍ରଶାସକ) : ଚାରିଜଣ କର୍ମଚାରୀ କୋଭିଡି ପଜିଟିଭ ଚିହ୍ନଟ ହେବା ପରେ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ୍ (ବିଏମସି) ଜାନୁୟାରୀ 4 ରୁ ଜାନୁୟାରୀ 5 ତାରିଖ ପର୍ଯ୍ୟନ୍ତ ବାଣୀବିହାର ନିକଟସ୍ଥ ଡିସିପି କାର୍ଯ୍ୟାଳୟକୁ ସିଲ୍ କରିଛନ୍ତି ବୋଲି ଜୋନାଲ ଡେପୁଟି କମିଶନର…

ସପତ୍ନୀକ ଭେଟେରାନ ଅଭିନେତା ପ୍ରେମ ଚୋପ୍ରା ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ପତ୍ନୀଙ୍କ ସହ ଭେଟେରାନ ଅଭିନେତା ପ୍ରେମ ଚୋପ୍ରା ହସ୍ପିଟାଲରେ ଭର୍ତ୍ତି । ଉଭୟଙ୍କୁ କୋଭିଡ ପଜିଟିଭ ପରେ ସୋମବାର ହସ୍ପିଟାଲରେ ଚିକିତ୍ସା କରାଯାଉଛି । ପ୍ରେମ ଚୋପ୍ରା ଓ ପତ୍ନୀ ଉମା ଚୋପ୍ରାଙ୍କ ଚିକିତ୍ସା ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ କରାଯାଉଛି । ଡକ୍ଟର ଜଲିଲ ପାର୍କରଙ୍କ…

ଚାରି ଦିନ ହେଲା ଅନ୍ଧାରରେ ବିଜେପୁର୍ ସହରର ହାଇସ୍କୁଲ ପଡା : ପ୍ରଶାସନ ନିରବଦ୍ରଷ୍ଟା ।

ବିଜେପୁର(ଶାସକପ୍ରଶାସକ)-ଗତ ୩୧.୧୨.୨୦୨୧ ଦିନଠାରୁ ବିଜେପୁର ସହରର ହାଇସ୍କୁଲ ପଡାରେ ବିଦ୍ୟୁତ୍ ସରବରାହ ବନ୍ଦ ହୋଇଯାଇଛି। ଟ୍ରାନ୍ସପରମର୍ ଖରାପ ଥିବା କାରଣରୁ ହେଉଥିବା ଏହି ସମସ୍ୟା ସୃଷ୍ଟି ହୋଇଛି। ମାତ୍ର ବିଦ୍ୟୁତ୍ ବିଭାଗ ଯେପରି ସ୍ଥାଣୁ ସାଜିଛି । ଏକ ଆଶ୍ବାସନା ଛଡା ଅନ୍ୟ କିଛି…

ଏନଟିପିସି ହସ୍ପିଟାଲ ପରିସରରେ ଆଧୁନିକ ସମନ୍ୱିତ ଭୌତିକ ଚିକିତ୍ସା କେନ୍ଦ୍ରର ଶୁଭାରମ୍ଭ।।

ରୋଗୀଙ୍କୁ ଲାଗି ଇ-ଆମ୍ବୁଲାନ୍ସ ସେବାର ମଧ୍ୟ ଶୁଭାରମ୍ଭ। ରାଉରକେଲା(ବସନ୍ତ ଜେନା):ସୁନ୍ଦରଗଡ଼ ଜିଲ୍ଲାର ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ରୋଗୀମାନଙ୍କୁ ମାଗଣାରେ ଅତ୍ୟାଧୁନିକ ଫିଜିଓଥେରାପି ସହ ଏବେ ମିଳିବ ସମନ୍ୱିତ ଭୌତିକ ଚିକିତ୍ସା ସେବା। ଏଥିପାଇଁ ସୁନ୍ଦରଗଡ଼ସ୍ଥିତ ଏନଟିପିସି ହସ୍ପିଟାଲ…

ରାଜ୍ୟ ସଭାପତି ଏବଂ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗତ ପ୍ରକାଶ ନଡ୍ଡାଜୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ନବରଙ୍ଗପୁର ଜିଲ୍ଲା ବିଜେଡି ସଂଖ୍ୟାଲଘୁ ପ୍ରକୋଷ୍ଠ ସଭାପତି ସୟଦ କାଝାମ ମାଦାନୀ ଆଜି ନିଜ ଶତାଧିକ ସମର୍ଥକଙ୍କ ଗ୍ରହଣରେଆନୁଷ୍ଠାନିକ ଭାବେ…

ଆଦିବାସୀ ସମାଜ ସମାଜ କାଶୀପୁର ତରଫରୁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ

କାଶୀପୁର ଟିକିରି ରୁ ବୈକୁଣ୍ଠ ଦୁରିଆ: କାଶୀପୁର ବ୍ଲକ ର ଆଦିବାସୀ ସମାଜ ତରଫରୁ ନିର୍ବାଚନ ପାଇଁ ସଂରକ୍ଷଣ ନେଇ ସରକାରଙ୍କ ଟାଳ ଟୁଳ ନୀତିକୁ ବିରୋଧ କରି ପୁନଃ ବିଚାର କରି ଉଚିତ ସଂରକ୍ଷଣ କରିବାକୁ ଜିଲ୍ଲା ନୁର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କୁ ଏକ ଲିଖିତ ଦାବୀ ପତ୍ର ଏକ ପ୍ରତିନିଧି ଦଳ…

ମେଲଛାମୁଣ୍ଡା ଇଲେକ୍ଟ୍ରି ଅଫିସ ଘେରିଲେ ଚାଷୀ

ମେଲଛାମୁଣ୍ଡା(ଶାସକ ପ୍ରଶାସକ)- ବରଗଡ ଜିଲ୍ଳା ମେଲଛାମୁଣ୍ଡାସ୍ଥିତ ଟାଟ ପାଓାର ଦ୍ୱାରା ପରିଚାଲିତ ଇଲେକ୍ଟ୍ରି ସେକସନ ଅଫିସକୁ ସାଲେପାଲି ଏବଂ ବିଜାପାଲି ଗ୍ରାମର ଶତାଧିକ ଡିପ ବୋରେଓଲ ଚାଷୀ ବକେୟା ବିଦ୍ୟୁତ ବିଲ ଛାଡ ଦାବୀକୁ ନେଇ ସୋମବାର ଦିନ ଅପରାହ୍ନ ପର୍ଯ୍ୟନ୍ତ ଘେରାଓ କରିଥିଲେ । ଖବର…