ଅସହ୍ୟ ଗୁଳୁ ଗୁଳି ସାଂଗକୁ ଲାଇନ୍ କାଟି ଟାଟା ଦେଖାଉଛି ପାୱାର

0

ସିମୁଳିଆ (ଅକ୍ଷୟ କୁମାର ଜେନା) : ଭଦ୍ରକ ରାହଞ୍ଜ ନିକଟରେ ଧାମରା ଯାଇଥିବା ରେଲୱେ ଲାଇନ ନିକଟ ରେ ବିଦ୍ୟୁତ୍ ତାର ରେ ନିଆ ଲାଗି ଭଦ୍ରକ ସମେତ ବାଲେଶ୍ଵର ସିମୁଳିଆ ଅଂଚଳ ଦୀର୍ଘ ସମୟ ଧରି ଅନ୍ଧାର ରେ ଅଛନ୍ତି। ଟାଟା କମ୍ପାନୀ ଜୁଲମ ବଢ଼ିବାରେ ଲାଗି ରହି ଥିବା ବେଳେ କୋଉ ଜାଗାରେ କଣ ଯାନ୍ତ୍ରିକ ବ୍ୟତିକ୍ରମ ତାକୁ ନଜର ନକରି ମୋଟା ଅଙ୍କ ର ପଇସା ଅସୁଲ ରେ ବ୍ୟସ୍ତ। ସନ୍ଧ୍ୟା ପାଖରୁ ଏଯାବତ୍ ବିଦ୍ୟୁତ୍ ସରବରାହ ବାଧା ପ୍ରାପ୍ତ ହେଇଥିବା ବେଳେ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।

Leave A Reply

Your email address will not be published.