କବି ଆନନ୍ଦ ପଧାନଙ୍କ ବିୟୋଗରେ ଶୋକସଭା
ତାଙ୍କ ରଚନାବଳୀ ପ୍ରକାଶିତ ହେବା ହିଁ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି
ବରଗଡ:-କବି ଆନନ୍ଦ ଚନ୍ଦ୍ର ପଧାନଙ୍କ ବିୟୋଗରେ ବରଗଡ଼ ଜିଲ୍ଲା ବିଜେପୁର ଖଗେଶ୍ୱର ସାହିତ୍ୟ କଳା ପରିଷଦ ପକ୍ଷରୁ ବୁଧବାର ସନ୍ଧ୍ଯାରେ ପଡା ଗ୍ରାମରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ସଭାପତି ନାଟ୍ୟକାର ମୋହନ ସିଂଙ୍କ…