ଟିପିଏସ୍‌ଓଡିଏଲ୍ ପକ୍ଷରୁ ଗ୍ରାହକମାନଙ୍କ ପାଇଁ ଇଟଂରଆକ୍ଟିଭ୍ ହ୍ୱାଟସ୍‌ଆପ୍ ସେବାର ଶୁଭାରମ୍ଭ

ହ୍ୱାଟସ୍‌ଆପ୍ ସେବା ଜରିଆରେ ଗ୍ରାହକ କୈନ୍ଦ୍ରୀକ ଅଭିଯାନ ଗ୍ରାହକମାନଙ୍କ ଲାଗି ନିରନ୍ତର, ନିରବଚ୍ଛିନ୍ନ ଓ ଅନାୟାସ ଡିଜିଟାଲ୍ ସେବାକୁ ନିଶ୍ଚିତ କରିବା ଲକ୍ଷ୍ୟ ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶାରେ ବିଦ୍ୟୁତ ବିତରଣ ଲାଗି ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିିପି…

ପୁଣି ଗନ୍ଧମାର୍ଦ୍ଦନ ର ପାଦଦେଶରେ ହାତୀ ଆତଙ୍କ: ଗାଁ ଭିତରକୁ ପଶି ଘର ଭାଙ୍ଗିଲା ଦନ୍ତା

ବରଗଡ :-( ଗୌରାଙ୍ଗ ଚରଣ ଦାସ ):ବରଗଡ ଜିଲ୍ଲା ପାଇକମାଲ ବ୍ଲକ ମେନକାମୁଣ୍ଡା ଗ୍ରାମ ବିଶ୍ଵ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତ କୁ ଲାଗି ରହିଛି । ଗନ୍ଧମାର୍ଦ୍ଦନ ପର୍ବତରେ ବର୍ଷ ସାରା ହାତୀ ମାନଙ୍କର ଗମନାଗମନ ଲାଗି ରହିଥାଏ । ଅନେକ ସମୟରେ ହାତୀ ମାନଙ୍କର ଦ୍ୱାରା ଧନଜୀବନ ନଷ୍ଟ ହେଉଥିବାର…

ବେପାରୀଙ୍କ କବ୍‌ଜାରେ ଧାନମଣ୍ଡି; ଚାଷୀ ହତାଶ

ଶହ ଶହ ଚାଷୀଙ୍କ ଧାନ ଫେରାଉଛି ମିଲ୍‌ର ଜଗତସିଂହପୁର, ସୁମନ୍ତ କୁମାର ଦାସ: ଜୱାଦ ସାମୁଦ୍ରିକ ଝଡରେ ଜିଲ୍ଲାର ଶହ ଶହ ଏକର ଧାନ ଫସଲର କ୍ଷତି ଘଟିଛି। ତେବେ ରଘୁନାଥପୁର ବ୍ଲକର ବିଭିନ୍ନ ଧାନମଣ୍ଡିରେ ଚାଷୀମାନଙ୍କ ଧାନ ଟିକେ ମଇଳା କିମ୍ବା ପାଣି ବାଜି ସାମାନ୍ୟ ରଙ୍ଗ ବଦଳି ଥିବାରୁ ଉକ୍ତ ଧାନ…

ଛୁରିଅନା ଗ୍ରାମ ପଂଚାୟତ ସରପଞ୍ଚ ଭାବେ କାର୍ଯ୍ୟ ଭାର ଗ୍ରହଣ କଲେ କ୍ଷୀରୋଦ କାଣ୍ଡି ।

ଅସ୍ତରଙ୍ଗ(ଦୁଃଶାସନ ନାୟକ) : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ଛୁରିଅନା ଗ୍ରାମପଂଚାୟତ ନବ ନିର୍ବାଚିତ ସରପଞ୍ଚ ଭାବେ ଗୁରୁବାର ଦିନ କ୍ଷୀରୋଦ କୁମାର କାଣ୍ଡି ଛୁରିଅନା ଗ୍ରାମପଂଚାୟତର ୮ ମ ସରପଞ୍ଚ ଭାବେ କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି । ଶ୍ରୀ କାଣ୍ଡିଙ୍କୁ ଛୁରିଅନା ଗ୍ରାମପଂଚାୟତ ର…

ଟାଟା ଷ୍ଟିଲ୍‌କୁ ଏହାର ନିରନ୍ତର ବିକାଶ ପ୍ରତି ଉଦ୍ୟମ ପାଇଁ ୱାର୍ଲଡ୍‌ଷ୍ଟିଲ୍ ର ନୂଆ ସଷ୍ଟେନେବିଲିଟି ଚାଟର୍ ସଦସ୍ୟ…

ଭୁବନେଶ୍ୱର: ନିରନ୍ତର ବିକାଶ ଓ ଚକ୍ରାକାର ଅର୍ଥନୀତି ପ୍ରତି ଏହାର ଅଭିଯାନଗୁଡ଼ିକ ଓ ପ୍ରତିବଦ୍ଧତା ପାଇଁ ଟାଟା ଷ୍ଟିଲ୍‌କୁ ୱାର୍ଲଡ୍‌ଷ୍ଟିଲ୍‌ର ନୂଆ ସଷ୍ଟେନେବିଲିଟି ଚାଟର୍‌ର ସଦସ୍ୟ ଭାବେ ଚୟନ କରାଯାଇଛି ।୨୦୨୨ ମାର୍ଚ୍ଚ ୩ରେ ଦି ୱାର୍ଲଡ୍ ଷ୍ଟିଲ୍ ଆସୋସିଏସନ୍ (ୱାର୍ଲଡ୍‌ଷ୍ଟିଲ୍‌) ଏହାର…

ଗ୍ରୀଷ୍ମ ପ୍ରବାହର ମୁକାବିଲା ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

ଜଗତସିଂହପୁର/ସୁମନ୍ତ କୁମାର ଦାସ:ଆଜି ମଧ୍ୟାହ୍ନରେ ଜଗତସିଂହପୁର ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ନିମନ୍ତେ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀମତୀ ପାରୁଲ୍ ପଟାଓରୀଙ୍କ ଅଧ୍ୟକ୍ଷତାରେ ଆଭାଷୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଯୋଗଦେଇ ଜଗତସିଂହପୁର…

ବିଜେପି ପକ୍ଷରୁ ବନ ବିହାର ଠାରେ ସାଙ୍ଗଠନିକ ବୈଠକ ଅନୁଷ୍ଠିତ

ଭଞ୍ଜନଗର,: ସ୍ଥାନୀୟ ବନ ବିହାର ଠାରେ ଗୁରୁବାର ଭଞ୍ଜନଗର ବିଜେପି ପକ୍ଷରୁ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବ୍ଳକର ୨୨ ଗୋଟି ପଞ୍ଚାୟତରେ ଦଳ ତରଫରୁ ପ୍ରାଥୀ ହୋଇଥିବା ସରପଞ୍ଚ,ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପ୍ରାଥୀଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏନଏସି ନିର୍ବାଚନ…

ବାଲ୍ୟବିବାହକୁ ରୋକିବା ନିମନ୍ତେ ପୁରୋହିତ, ଧାର୍ମିକ ନେତା ଓ ବିଭିନ୍ନ ଜାତିର ନେତୃତ୍ବଙ୍କୁ ନେଇ ଏକ ଦିନିଆ ଜିଲ୍ଲା…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଚାରୋଟି ବ୍ଲକ ଯଥା-ଗୁମ୍ମା , ଗୋଷାଣୀ , କାଶୀନଗର ଓ ରାୟଗଡ଼ାର ସମସ୍ତ ପୁରୋହିତ, ଧାର୍ମିକ ନେତା ଓ ବିଭିନ୍ନ ଜାତିର ନେତାଙ୍କୁ ନେଇ ବାଲ୍ୟବିବାହ ରୋକିବା ନିମନ୍ତେ ଏକ ଦିନିଆ ଜିଲ୍ଲା ସ୍ତରୀୟ ତାଲିମ…

ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲାପାଳଙ୍କ ସମ୍ମିଳନୀରେ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ…

ବିଜେଡି ମେୟର ପ୍ରାର୍ଥୀ ସୁଲୋଚନାଙ୍କ ଜନସମ୍ପର୍କ ଅଭିଯାନ: ସକାଳୁ ସକାଳୁ ପାର୍କରେ ବୁଲି ଲୋଡିଲେ ସମର୍ଥନ

ଚା ଖଟିରେ ଚର୍ଚା ଜମୁଛି, ପ୍ରଚାର ଶୈଳୀ ଲୋକଙ୍କ ମନକୁ ଛୁଉଁଛି ଭୁବନେଶ୍ଵର : ବିଜେଡିର ମେୟର ପ୍ରାର୍ଥୀ ସୁଲୋଚନା ଦାସ ଆଜି ରାଜଧାନୀର ବିଭିନ୍ନ ଅଞ୍ଚଳ ବୁଲି ଜନସମ୍ପର୍କ ଅଭିଯାନ ଚଲାଇଥିଲେ । ପ୍ରାତଃଭ୍ରମଣ ଠାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଭିନ୍ନ ୱାର୍ଡରେ ବୁଲି ସାଧାରଣ ଲୋକଙ୍କୁ…