ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପୁନର୍ଗଠିତ ହେଲା ମାତୃଭାରତୀ ।
ପଦ୍ମପୁର/ ଶିବାଶିଷ ପଟ୍ଟନାୟକ:- ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ମାତୃଭାରତୀର ପୁନର୍ଗଠନ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାତୃଭାରତୀ ଅଧ୍ୟକ୍ଷ ଶ୍ରୀମତୀ ସଂଗୀତା ବିଶି, ଉପାଧ୍ଯକ୍ଷ ଶ୍ରୀମତୀ ରୁକ୍ମଣୀ ସାହୁ,ଆର୍ଥିକ ପ୍ରମୁଖ ଶ୍ରୀମତୀ ଗୀତୁ ମିଶ୍ର ଉପସ୍ଥିତ!-->!-->!-->…