ଆଭାସୀ ମାଧ୍ୟମରେ ଛାତ୍ର ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପୂଜ୍ୟପୂଜା ଅନୁଷ୍ଠାନ ଆନୁକୁଲ୍ୟରେ ବିଭିନ୍ନ ବର୍ଗ / ଶ୍ରେଣୀର ଛାତ୍ର ଓ ଛାତ୍ରୀଙ୍କୁ ନେଇ ଭାରତ ରତ୍ନ ଆବଦୁଲ୍ କାଲାମଙ୍କ ଜନ୍ମତିଥିରେ ଆଭସି (ଭର୍ଚୁଆଲ) ଆଲୋଚନା ଆବାହକ ତଥା ଅଧ୍ୟକ୍ଷ ଭାଗବତ ପାଢ଼ୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି।…