ପୋଖରୀରୁ ଯୁବକର ମୃତ ଦେହ ଉଦ୍ଧାର
ବସ୍ତା ୨୧/୫:ବେଲଗାଁ ନିକଟ ରେଳ ଲାଇନ କଡ଼ ପୋଖରୀରୁ ଯୁବକର ଗଳିତ ମୃତ ଦେହ ଉଦ୍ଧାର।ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ସନ୍ତୋଷପୁର ପଞ୍ଚାୟତର ସନ୍ତୋଷପୁର ଗ୍ରାମର ସାମ ମୁର୍ମୁ, ଗତକାଲି ଅପରାହ୍ଣରୁ ଘରୁ ବାହାରି ଯାଇ ଥିଲେ।ହେଲେ ସାମ ମୂର୍ମୁ ସନ୍ଧ୍ୟା ପର୍ଯ୍ଯନ୍ତ ଘରକୁ ନ ଫେରିବାରୁ…