୩୨ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ବେଳପଡା ପୁଲିସ, ୨ ସର୍ଦାର ଅଟକ
ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ) - ବଲାଙ୍ଗିର ପୁଲିସ ଦାଦନ ଋତୁ ପୂର୍ବରୁ ଗାଁ ଗାଁରେ ଲୋକଙ୍କୁନେଇ ସଚେତନ କରୁଥିଲେ ମଧ୍ୟ ସର୍ଦାର ମାନଙ୍କ ଉପରେ କିଛି ପ୍ରଭାବ ପଡୁନି। ବେଆଇନ ଭାବରେ ଶ୍ରମିକ ମାନଙ୍କୁ ବାହାର ରାଜ୍ୟକୁ ଚାଲାଣ କରିବାରେ ମାତିଛନ୍ତି। ପ୍ରକାଶ ଥାଉକି ବେଳପଡା ପୁଲିସ ବିଶେଷ…