ଧର୍ମପ୍ରାଣ। କୃଷ୍ଣପ୍ରିୟା ମହାପାତ୍ରଙ୍କର ଶେଷକୃତ୍ୟ ସମ୍ପୂର୍ଣ
ରାଉରକେଲା/ରାଉରକେଲା ରୁ ବସନ୍ତ କୁମାର ଜେନା : ରାଉରକେଲା ବିଜୁ ଜନତା ଦଳର ବରିଷ୍ଟ ଆଇନିଜୀବୀ ଶ୍ରୀ ସତ୍ୟ ନାରାୟଣ ମହାପାତ୍ରଙ୍କ ମାଆ ଗତ କାଲି ସ୍ବର୍ଗାହରଣ କରିଥିଲେ । ସାନପୁଅ ଶ୍ରୀ ସୋମ୍ୟ ରଞ୍ଜନ ମହାପାତ୍ରଙ୍କ ଆଗମନକୁ ଅପେକ୍ଷା କରି ଆଜି ବେଦବ୍ୟାସ ମୁକ୍ତି ସ୍ମଶାନ ଠାରେ ଶେଷକୃତ୍ୟ…