ପାଞ୍ଚଦିନିଆ ଅଷ୍ଟ୍ରେଲିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅଗଷ୍ଟ ୨୦ ରୁ ୨୪ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ନୂଆଦିଲ୍ଲୀ/ଭୁବନେଶ୍ୱର - କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି (ଶନିବାର) ଠାରୁ ଅଗଷ୍ଟ ୨୪ ତାରିଖ ପର୍ଯ୍ୟନ୍ତ ପାଞ୍ଚଦିନିଆ ଅଷ୍ଟ୍ରେଲିଆ ଗସ୍ତରେ ଯାଉଛନ୍ତି…

ବନ୍ୟା ଦୃଷ୍ଟିରୁ ଘୁଞ୍ଚିଲା ଯୁକ୍ତ-୨ ନାମଲେଖା ଅବଧି

ଭୁବନେଶ୍ୱର : ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୁକ୍ତ-୨ ଛାତ୍ରଛାତ୍ରୀମାନଙ୍କ ନାମଲେଖା ତାରିଖ ଅବଧିକୁ ବୃଦ୍ଧି କରାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶଙ୍କ ଅନୁମୋଦନ କ୍ରମେ ଯୁକ୍ତ-୨ ନାମଲେଖା ନିମନ୍ତେ ପରିବର୍ତ୍ତିତ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି ।…

ବନ୍ୟା ପରିସ୍ଥିତିରେ ପ୍ରାଣୀଧନ ଓ ମତ୍ସ୍ୟ ସମ୍ପଦର ସୁରକ୍ଷା ଏବଂ ଖରିଫ ଫସଲର ପରିଚାଳନା ନିମନ୍ତେ ୨୪ ଘଣ୍ଟିଆ କଣ୍ଟ୍ରୋଲ…

ଭୁବନେଶ୍ୱର: ସଂପ୍ରତି ରାଜ୍ୟର ବନ୍ୟା ପରିସ୍ଥିତିରେ ପ୍ରାଣୀଧନ ଓ ମତ୍ସ୍ୟସମ୍ପଦର ସୁରକ୍ଷା ଓ ତୁରନ୍ତ ଚିକିତ୍ସା ସୁବିଧା ଓ ଆନୁଷଙ୍ଗିକ ବ୍ୟବସ୍ଥା ନିମନ୍ତେ ଜିଲ୍ଲା ଓ ନିର୍ଦ୍ଦେଶାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଅଗଷ୍ଟ ୧୬ ତାରିଖରୁ ଖୋଲାଯିବା ସହିତ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ…

ଜିଲ୍ଳା କଂଗ୍ରେସ ଭବନ ଠାରେ ଭାରତ ରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ଜନ୍ମ ତିଥି ରେ” ଶ୍ରଦ୍ଧାଞ୍ଜଳୀ”…

ନବରଙ୍ଗପୁର(ଅଶୋକ ସାହୁ) : ଜିଲ୍ଳା କଂଗ୍ରେସ ଭବନ ଠାରେ ପୂର୍ବତନ ପ୍ରଧାନ ମନ୍ତ୍ରୀ ତଥା ଭାରତ ରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ୭୮ ବର୍ଷ ଜନ୍ମ ତିଥି ରେ" ଶ୍ରଦ୍ଧାଞ୍ଜଳୀ" ଦିବସ ରୂପେ ଜିଲ୍ଲା ସଭାପତି ଶ୍ରୀ ମୁନା ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ପାଳନ ହୋଇଯାଇଛି।ଉପସ୍ଥିତ ରହି ବରିଷ୍ଠ ନେତା…

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସଦଭାବନା ଦିବସ ପାଳିତ

https://youtu.be/QPuOzGXPOIo ନବରଙ୍ଗପୁର(ଅଶୋକ ସାହୁ) ; ଜିଳ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ସଦଭାବନା ଦିବସ ପାଳନ ଅବସରରେ ଶପଥ ପାଠ ଉତ୍ସବ ପାଳନ ହୋଇଯାଇଛି। ଜିଲ୍ଲାପାଳ ଡଃ ମିଶ୍ର ଜାତି ସମ୍ପ୍ରଦାୟ କ୍ଷେତ୍ର, ଧର୍ମ…

ଅବକାରୀ ମୋବାଇଲ ଚଢ଼ାଉ :18ଟି କେଶ ରୁଜୁ l

ଝାରବନ୍ଧ -ମନୋହର ଦାଶ-ବରଗଡ଼ ଜିଲ୍ଲା ଅବକାରୀ ଅଧିକ୍ଷକ ସୁବନ ନାଏକ ଙ୍କ ତତ୍ତ୍ୱାବଧାନ ଓ ଅବକାରୀ ଭ୍ରlମ୍ୟମାଣ ଇନ୍ସପେକ୍ଟର ରଶ୍ମିତା ଲାକ୍ରା ଙ୍କ ପରିଚାଳନା ରେ ଏ ଏସ ଆଇ ଯୁବରାଜ ବାଗ, ଜଗା ରାଓ, ବୃନ୍ଦାବତୀ ଭୁଏ, ଶ୍ରୀକାନ୍ତ ସାହୁ 15 ଦିନିଆ ଅବକାରୀ ଚଢ଼ାଉ ରେ 10850 ଲିଟର ମହୁଳ ପୋଚ…

ଶ୍ରେଷ୍ଠ ବିଧାୟକ ଚୟନ କମିଟିର ପ୍ରଥମ ବୈଠକ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ବିଧାନସଭାସ୍ଥିତ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଶ୍ରେଷ୍ଠ ବିଧାୟକ ଚୟନ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି ।ବୈଠକରେ ଚୟନ କମିଟିର ସଦସ୍ୟ ଭାବେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ଶ୍ରୀ…

ସୁକିନ୍ଦା କ୍ରୋମାଇଟ୍ ଖଣିରେ ଟିଏସ୍‌ଏଫ୍ ପକ୍ଷରୁ ଆୟୋଜିତ ସ୍ୱାସ୍ଥ୍ୟ ଶିବିରରେ ୧୩୮ ଜଣ ଦିବ୍ୟାଙ୍ଗ ପଞ୍ଜୀକୃତ

ସୁକିନ୍ଦା: ଟାଟା ଷ୍ଟିଲର ସିଏସ୍‌ଆର ସଂସ୍ଥା ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ଶୁକ୍ରବାର ଦିନ ଓଡ଼ିଶାର ଯାଜପୁର ଜିଲ୍ଲାରେ ଅବସ୍ଥିତ ଟାଟା ଷ୍ଟିଲ ମାଇନିଂର ସୁକିନ୍ଦା କ୍ରୋମାଇଟ୍ ଖଣିର ସବଳ କେନ୍ଦ୍ରରେ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରରେ ରାସୋଁଳ, କାଳିଆପାଣି,…

ଟିପିଏସ୍‌ଓଡିଏଲ୍ ପକ୍ଷରୁ ଗ୍ରାହକଙ୍କୁ ଠକାମି ମେସେଜ୍ ସମ୍ପର୍କିତ ସତର୍କ ସୂଚନା

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍‌) ପକ୍ଷରୁ ଆଜି ଗ୍ରାହକମାନଙ୍କ ପାଇଁ ଉପଦେଶାବଳୀ ଜାରି କରି ସେମାନଙ୍କୁ ଅସାଧୁ ତତ୍ୱମାନଙ୍କ ବିଷୟରେ ସତର୍କ କରାଯାଇଛି । ଗ୍ରାହକଙ୍କ ପୂର୍ବ ମାସର ବିଦ୍ୟୁତ…