“କିମ୍‍ସ ଓଡ଼ିଶାର ଶ୍ରେଷ୍ଠ ମେଡିକାଲ କଲେଜ “

ଭୁବନେଶ୍ୱର: କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମେଡିକାଲ୍‍ ସାଇନ୍‍ସେସ୍‍ (କିମ୍‍ସ) ମେଡିକାଲ୍‍ କଲେଜ ରାଜ୍ୟର ଶ୍ରେଷ୍ଠ ମେଡିକାଲ କଲେଜ ଏବଂ ସମଗ୍ର ଭାରତର ଘରୋଇ ମେଡିକାଲ୍‍ କଲେଜ ଭାବେ ୧୬ତମ ସ୍ଥାନରେ ରହିଛି । ନିକଟରେ ‘ଦି ଉଇକ’ ପତ୍ରିକା ଏବଂ ହଂସ ରିସର୍ଚ୍ଚ ପକ୍ଷରୁ କରାଯାଇଥିବା…

“ମହିଳା ଅସୁରକ୍ଷିତ, ମାତ୍ର ନବୀନ ପୁରସ୍କୃତ” !!!!

ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ ତଥ୍ୟ କହୁଛି ଓଡ଼ିଶାରେ କେତେ ସୁରକ୍ଷିତ "ମା ଭଉଣୀ" ! ଭୁବନେଶ୍ୱର: ଶିଶୁ ଅପହରଣ ଓ ନାରୀ ନିର୍ଯ୍ୟାତନା କ୍ଷେତ୍ରରେ ଦେଶରେ ଓଡ଼ିଶା ସର୍ବପ୍ରଥମ ସ୍ଥାନର ଅପବାଦ ମୁଣ୍ଡାଇଛି । ଓଡ଼ିଶାରେ ୫ ବର୍ଷରେ ୧୫ ହଜାର ଶିଶୁ ନିଖୋଜ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା…

ସପରିବାର ନୂଆଁ ଖାଇଲେ ବଲାଙ୍ଗିର ବିଧାୟକ ନରସିଂହ

ବଲାଙ୍ଗିର- ଆଜି ବଲାଙ୍ଗିର କ୍ଲବ ପଡା ସ୍ଥିତ ନିଜ ଭାସଭବନରେ ବିଧାୟକ ନରସିଂହ ମିଶ୍ର ନବାହ୍ନ ଗ୍ରହଣ କରିଛନ୍ତି । ଏହି ଅବସରରେ ଶ୍ରୀ ମିଶ୍ର ବଲାଙ୍ଗିର ତଥା ରାଜ୍ୟ ବାସୀଙ୍କୁ ନୂଆଁଖାଇ ର ଅଭିନନ୍ଦନ ଜଣାଇବା ସହ ଏ ବର୍ଷ ସମସ୍ତଙ୍କ ପାଇଁ ଶୁଭଙ୍କର ହେଉ, ନୂଆଁଖାଇ ଭଳି ସମାଜ ମଧ୍ୟରେ ଏକତା ଓ…

ପ୍ରେମୀ ଯୁବକ ଯୁବତୀ ଙ୍କର ମୃତ ଦେହ ଉଦ୍ଧାର।

ହାଟଡିହି/(ମକରଧ୍ବଜ ଯେନା) କେଉଁଝର ଜିଲ୍ଲା ଆନନ୍ଦପୁର ଭଦ୍ରକ ରାସ୍ତା ର ତରତରା ଛକ ନିକଟରେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ ଜଣାପଡିଛି ଯୁବକଙ୍କ ଘର ଦଧିବାବନପୁର ହୋଇଥିବା ବେଳେ ଯୁବତୀ ହାଟଡିହି ବ୍ଲକର ଅନ୍ତର୍ଗତ ରତକଣା ଗ୍ରାମର ବୋଲି ଜଣାପଡ଼ିଛି।…

ଡ୍ରାଇଭର ସଂଘ ଦ୍ୱାରା ଡ୍ରାଇଭିଙ୍ଗ ସଚେତନତା କାର୍ଯ୍ୟକ୍ରମ

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ରାଜ୍ୟ ଡ୍ରାଇଭର ମହାସଂଘ ସହବନ୍ଧିତ ଓଡ଼ଗାଁ ଶାଖା ଡ୍ରାଇଭର ସଂଘ ଦ୍ୱାରା ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୁରୁବାର ସକାଳେ ଓଡ଼ଗାଁ ଶାଖା ଡ୍ରାଇଭର ସଂଘ କର୍ମକର୍ତ୍ତାମାନଙ୍କ ପରିଚାଳନରେ ରାଜ୍ୟ ସଡ଼କ ପଥର ନୟାଗଡ଼ ପଲ୍ଲୀଟେକନିକ ଠାରେ…

୪ମାସ ହେବ ବିଦ୍ୟୁତ୍ ସେବା ବନ୍ଦ: ପ୍ରହସନ ପାଲଟିଛି ଓଡ଼ଗାଁ ପଥପ୍ରାନ୍ତ ସୁବିଧା କେନ୍ଦ୍ର

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ନୟାଗଡ଼ ପଲ୍ଲୀଟେକନିକ ସାମ୍ନାରେ ପଥଯାତ୍ରୀ ମାନଙ୍କ ସୁବିଧା ପାଇଁ ଲକ୍ଷ ଲକ୍ଷଟଙ୍କା ବ୍ୟୟରେ ଗଢାଯାଇଥିବା ପଥପ୍ରାନ୍ତ ସୁବିଧାକେନ୍ଦ୍ରରୁ ୪ ମାସହେବ ବିଦ୍ୟୁତ ବିଛିନ୍ନ କାରଣରୁ ସନ୍ଧ୍ୟା ପରେ ଏହାର ତାଟି କବାଟ ବନ୍ଦ ରହୁଛି । ଫଳରେ ଗୁରୁତ୍ବପୂର୍ଣ୍ଣ…

ଚାଷୀମାନଙ୍କୁ ଉପଯୁକ୍ତ ପରିମାଣର ସାର ଯୋଗାଣ ହେଉନଥିବା ନେଇ ଛାତ୍ର କଂଗ୍ରେସର ଅଭିଯୋଗ

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ସୋସାଇଟି ମାଧ୍ୟମରେ ସରକରୀ ଦରରେ ଚାଷୀମାନଙ୍କୁ ରାସାୟନିକ ସାର ଯୋଗାଇ ଦେବା ପାଇଁ ସରକାରଙ୍କ ଦ୍ଵାରା ନିଷ୍ପତ୍ତି ନିଆଯାଇଥିବା ବେଳେ ପଞ୍ଜିକୃତ ଚାଷୀମାନଙ୍କ ସଂଖ୍ୟାର ଶତକଡା ୨୦ ଭାଗ କମ ଚାଷୀଙ୍କୁ ସାର ଯୋଗାଇ ଦିଆଯାଉନଥିବା ନେଇ ଓଡ଼ଗାଁ ବ୍ଳକ ଛାତ୍ର…

ଓଡିଶା ଡ୍ରାଇଭର ମହାସଙ୍ଘ ବୈଠକ ଅନୁଷ୍ଠିତ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଓଡିଶା ଡ୍ରାଇଭର ମହାସଙ୍ଘ ବୈଠକ ଅନୁଷ୍ଠିତ ହୋଇଯାଇଛି l ତେବେ ଏହି ବୈଠକ ପ୍ରତ୍ୟେକ ପଞ୍ଚାୟତ ସ୍ତରୀୟ ପାଳନ ହେଉଥିବାବେଳେ ତୁମ୍ବାଅଣ୍ଡେଇସାହି ଗ୍ରାମ ପଞ୍ଚାୟତ ପକ୍ଷରୁ ମଧ୍ୟ ପାଳନ କରାଯାଇଛି l ଓଡିଶା ଡ୍ରାଇଭର ମହାସଙ୍ଘ ପକ୍ଷରୁ ଆଜିର ଦିନକୁ ଡ୍ରାଇଭର…

ଡ୍ରାଇଭର ଦିବସ ପାଳନ କଲେ ବାଣପୁର ବ୍ଲକ ଶାଖା ଡ୍ରାଇଭର ମହାସଂଘ !!

ଖୋର୍ଦ୍ଧା/ବାଣପୁର (ସେକ କୌଶର):-ଆଜି ସେପ୍ଟେମ୍ବର ୧ତାରିଖ ଡ୍ରାଇଭର ଦିବସ ହୋଇଥିବା ବେଳେ ଓଡ଼ିଶାର ସମସ୍ତ ଜିଲ୍ଲା ଓ ବ୍ଲକର ସମସ୍ତ ଡ୍ରାଇଭର ମାନେ ଡ୍ରାଇଭର ଦିବସ ପାଳନ କରୁଥିବା ବେଳେ ଏହି ପରିପେଖିରେ ଓଡିଶା ଡ୍ରାଇଭର ମହାସଂଘ ର ବାଣପୁର ବ୍ଲକ ଶାଖା ଡ୍ରାଇଭର ମହାସଙ୍ଗ ତରଫରୁ ଡ୍ରାଇଭର…

ଦିତୀୟ ଥର ପାଇଁ ଭରସା କଲେ ମୁଖ୍ୟମନ୍ତ୍ରୀ: ବିରଜାଲକ୍ଷ୍ମୀ ଜିଲ୍ଲା ବିଜୁ ମହିଳା ଜନତା ଦଳ ସଭାପତି

ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର) : ବିଜୁ ଜନତାଦଳର ମୁଖ୍ୟ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଦଳକୁ ସୁସଙ୍ଗଠିତ ଓ ମଜଭୁତ କରିବା ପାଇଁ ଦଳିୟ ସଂଗଠନ ଗୁଡିକର ପୁନର ଗଠନ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ବିଜୁ ମହିଳା ଜନତାଦଳର ପୁନର୍ଗଠନ…