ମହିଳା ଓ କିଶୋରୀ ବାଳିକାଙ୍କ ଆଦର୍ଶ ପଞ୍ଚାୟତ ସମାବେଶ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ନୂଆଗଡ ବ୍ଲକର ସଦଭାବନା ଗୃହ ଠାରେ ପ୍ରେମ ଓ ୟୁ ଏନ୍ ଏଫ ପି ଏ ର ମିଳିତ ଉଦ୍ୟମରେ ମହିଳା ଓ କିଶୋରୀ ବାଳିକା ଅନୁକୁଳ ଆଦର୍ଶ ପଞ୍ଚାୟତ ଗଠନ ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ…