ଓଡ଼ିଶା ଆଦର୍ଶ ବିଦ୍ୟାଳୟ କଲ୍ୟାଣସିଂହପୁର ଠାରେ ହିନ୍ଦୀ ଦିବସ ପାଳିତ।
ପ୍ରଦୀପ ଦଲାଇ ଙ୍କ ରିପୋର୍ଟ/ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଥିବା ଓଡ଼ିଶା ଆର୍ଦଶ ବିଦ୍ୟାଳୟରେ ହିନ୍ଦୀ ଦିବସ ପାଳନ ହୋଇଯାଇଅଛି। ବିଦ୍ୟାଳୟର ଅଧ୍ୟକ୍ଷ ସଙ୍ଗୀତ ପଲକ ମୁଖ୍ୟ ଅତିଥି ଭାବେ ରହି ଦୀପ ପ୍ରଜ୍ବଳନ କରିବା ସହ ହିନ୍ଦୀ ଭାଷାର ମହତ୍ତ୍ଵ ବିଷୟରେ ବର୍ଣ୍ଣନା କରିଥିଲେ।…