ଜେଏସପି ପରିଚାଳନା ନିର୍ଦ୍ଦେଶକଙ୍କ ସିଏସଆର କାର୍ଯ୍ୟ ପରିଦର୍ଶନ

ଭୁବନେଶ୍ବର / ଅନୁଗୁଳ: ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି) ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିମଲେନ୍ଦ୍ର ଝା, ଜେଏସପି ଫାଉଣ୍ଡେସନ ଦ୍ଵାରା ଅନୁଗୁଳରେ କାର୍ଯ୍ୟକରି ହେଉଥିବା କମ୍ପାନୀର ବିଭିନ୍ନ ସିଏସଆର କାର୍ଯ୍ୟ ଗତକାଲି (୧୪ ସେପ୍ଟେମ୍ବର ୨୦୨୨ ଦିନ) ବୁଲି ଦେଖିଥିଲେ ।ଦିବ୍ୟାଙ୍ଗ…

କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଛାତ୍ରୀନିବାସ ନେଇ ସୁରକ୍ଷା ନିୟମାବଳୀ ପ୍ରସ୍ତୁତ

ଭୁବନେଶ୍ୱର :କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଛାତ୍ରୀନିବାସରେ ରହୁଥିବା ବାଳିକାମାନଙ୍କର ସୁରକ୍ଷା ଓ ନିରାପତ୍ତା ନିମନ୍ତେ ଏକ ପରାମର୍ଶ ବୈଠକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ୱସ୍ଥୀ ଏସ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛିା ଓସେପାର ରାଜ୍ୟ ପ୍ରକଳ୍ପ…

ଲିମ୍ଫୋମା ସଚେତନତା ଦିବସ: ପ୍ରାକ୍‍ ନିଦାନ ଓ ଚିକିତ୍ସା ହୋଇପାରିଲେ ଆରୋଗ୍ୟ ସମ୍ଭବ- କିମ୍‍ସ ବିଶେଷଜ୍ଞ

ଭୁବନେଶ୍ୱର: ଶରୀରରେ ଲସିକା ଗ୍ରନ୍ଥି ଫୁଲିଲେ ଏହାକୁ ଅଣଦେଖା କରିବା ଉଚିତ ନୁହେଁ । ଲସିକା ଗ୍ରନ୍ଥି ଫୁଲିବା ସହ ଯଦି ଜ୍ୱର, ରକ୍ତହୀନତା, କାମଳ ଓ ଦୁର୍ବଳତା ଲାଗି ରହେ ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ । କାରଣ ହୁଏତ ଏହା ଲିମ୍ଫୋମା ଆଡ଼କୁ ଅଗ୍ରସର ହୋଇପାରେ । ଲିମ୍ଫୋମା…

ଗୁରୁଙ୍କ ସ୍ମୃତିରେ ଗୁରୁ ଦକ୍ଷିଣା

‘ମୋ କଲେଜ’ ଅଭିଯାନକୁ ୧ ଲକ୍ଷ ଟଙ୍କା ଦାନ କଲେ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ଅଧ୍ୟାପିକା ଭୁବନେଶ୍ଵର,: ରାଜ୍ୟ ସରକାରଙ୍କ ‘ମୋ କଲେଜ’ ଅଭିଯାନ ଅଧୀନରେ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ଭିତ୍ତିଭୂମିର ବିକାଶ ଲାଗି ୧ ଲକ୍ଷ ଟଙ୍କା ଦାନ କରିଛନ୍ତି ଅଧ୍ୟାପିକା ଡକ୍ଟର ସ୍ନେହଲତା ଦାସ।…

କେଉଁଝର ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତିଙ୍କ ସମ୍ବାଦିକ ସମ୍ମିଳନୀ

ହାଟଡିହି ମକର ଧ୍ୱଜ ଯେନା : କେଉଁଝର ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ରାଜେଶ ସେଠୀଙ୍କ ନେତୃତ୍ବରେ ବିଜେପି ଦଳର ଏକ ଟିମ୍ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ହାଟଡିହି ବ୍ଲକ ଶାଳଣିଆଁ ଠାରେ ଏକ ସାମ୍ବାଦିକ ସମ୍ମୀଳନୀ ଡକାଇ ଥିଲେ।ଏହି ସମ୍ମୀଳନୀରେ ସେ ମୁଖ୍ୟତଃ ଜିଲ୍ଲାର…

ଓଡିଶା ମୋ ପରିବାର ସହାୟତାରେ ଡାକ୍ତରଖାନାରୁ ଜନ୍ମ ମାଟିକୁ ଫେରିଲା ଗରିବ ଯୁବତୀଙ୍କ ମର ଶରୀର

ଭୁବନେଶ୍ୱର : ଅର୍ଥ ଅଭାବରୁ ଶେଷକୃତ୍ୟ ସମ୍ପନ୍ନ ହେବା ପାଇଁ ଜନ୍ମମାଟିକୁ ଫେରି ପାରୁନଥିଲା ମୃତା ଯୁବତୀଙ୍କ ପାର୍ଥିବ ଶରୀର | ଏଭଳି ଅସମୟରେ ସହାୟତାର ହାତ ବଢାଇଲା ଓଡ଼ିଶା ମୋ ପରିବାର | ଆଉ ଶେଷରେ ପୈତୃକ ଗ୍ରାମକୁ ଫେରିଲା ମର ଶରୀର । ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ବଉଳଗାଁର…

ସିଏସ୍ଆଇଆର- ଇନଷ୍ଟିଚ୍ୟୁଟ ଅଫ୍ ମିନେରାଲସ୍ ଆଣ୍ଡ ମ୍ୟାଟେରିଆଲସ୍ ଟେକ୍ନୋଲୋଜି (ଆଇଏମଏମଟି ) ପକ୍ଷରୁ ହିନ୍ଦୀ ପଖୱାଡା

ଭୁବନେଶ୍ୱର:- ସିଏସ୍ଆଇଆର-ଇନଷ୍ଟିଚ୍ୟୁଟ ଅଫ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲସ୍ ଟେକ୍ନୋଲୋଜିଠାରେ ଚଳିତ ମାସ ୧ ତାରିଖଠାରୁ ଆରମ୍ଭ ହୋଇଥିବା ୧୪ ଦିନଧରି ଅନୁଷ୍ଠିତ ହିନ୍ଦୀ ପଖୱାଡା ଉତ୍ସବର ଉଦ୍ଯାପନୀ ଦିବସ ଆୟୋଜିତ ହୋଇଯାଇଛି । ଏହି ଅବସରରେ କର୍ମଚାରୀ, ଛାତ୍ରଛାତ୍ରୀ, ବିଦ୍ୟାର୍ଥୀ ଏବଂ…

ନେହୁରୁ ଯୁବ କେନ୍ଦ୍ର ତରଫରୁ “ହିନ୍ଦୀ ଦିବସ” ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ତ ନେହୁରୁ ଯୁବ କେନ୍ଦ୍ର ତରଫରୁ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ନେହୁରୁ ଯୁବ କେନ୍ଦ୍ର କାର୍ଯ୍ୟାଳୟ ପରିସରର ''ହିନ୍ଦୀ ଦିବସ '' ପାଳିତ…

ଦୁଇ ଦିନିଆ ସ୍ବେଛାସେବୀ ତାଲିମ ଶିବିର ଉଦଘାଟନ

କାଶିପୁର /ଶଙ୍କରଡ଼ା ରୁ ବୈକୁଣ୍ଠ ଦୁରିଆ:ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ଶଙ୍କରଡା ପଞ୍ଚାୟତ ରାଜିବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଜନଜାଗରଣ ମଞ୍ଚ,ଓଡ଼ିଶା ଶ୍ରମଜୀବୀ ମଞ୍ଚ, ମହିଳା ଶ୍ରମଜୀବୀ ମଞ୍ଚ ଓ ଆତ୍ମାଶକ୍ତୀ ଟ୍ରଷ୍ଟର ମିଳିତ ଉଦ୍ୟମ ରେ ଦୁଇ ଦିନିଆ ସ୍ବେଛାସେବୀ ତାଲିମ…

ରାୟଗଡ଼ ବ୍ଲକର ଚତୁର୍ଥ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

ରାୟଗଡ଼ରୁ ସରୋଜ କୁମାର ସାହୁ: ରାୟଗଡ଼ ବ୍ଲକର ଚତୁର୍ଥ ପଞ୍ଚାୟତ ସମିତି ବୈଠକ ବୁଧବାର ସଦଭାବନା ଗୃହ ଠାରେ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି । ରାୟଗଡ ବିଧ୍ୟାୟକ ମକରନ୍ଦ ମୁଦୁଲି ଅତିଥି ରୂପେ ଯୋଗଦେଇ ସମସ୍ତ ନବ ନିର୍ବାଚିତ ସମିତି ସଭ୍ୟା, ସଭ୍ୟ ଓ ସରପଞ୍ଚଙ୍କୁ ସ୍ଵାଗତ ଜଣାଇବା ସହ…