ଭାରତକୁ ଯୋଡ଼ି ରଖିବା ପାଇଁ “ଭାରତ ଯୋଡ଼ୋ” କାର୍ଯ୍ୟକ୍ରମ : ଜୟରାମ ରମେଶ
ଭୁବନେଶ୍ୱର- “ଭାରତ ଯୋଡ଼ୋ” କାର୍ଯ୍ୟକ୍ରମର ଆୟୋଜନ ମୁଖ୍ୟତଃ ତିନୋଟି କାରଣ ପାଇଁ କରାଯାଇଅଛି । ପ୍ରଥମତଃ ଅର୍ଥନୈତିକ ଅସମତା, ଦ୍ୱିତୀୟତଃ ସାମାଜିକ ଧୃବିକରଣ ଓ ତୃତୀୟତଃ ରାଜନୈତିକ କେନ୍ଦ୍ରୀକରଣ । ଭାରତ ଏହି ସବୁ କାରଣ ପାଇଁ ଆଜି ଭାଙ୍ଗି ତୁଟି ଯିବା ଅବସ୍ଥାରେ ପଂହଚିଛି ବୋଲି ଏ ଦେଶର…