ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ୫ଜିର ସଫଳ ପରୀକ୍ଷଣ
ଭୁବନେଶ୍ୱର: ଭାରତର ପ୍ରେମିୟର କମ୍ୟୁନିକେଶନ୍ସ ସଲ୍ୟୁଶନ୍ସ ପ୍ରଦାତା ଏୟାରଟେଲ୍ ଓ ଏସିଆର ବିଶ୍ୱସନୀୟ ହେଲ୍ଥକେୟାର ଗ୍ରୁପ୍ ଆପୋଲୋ ହସ୍ପିଟାଲ ମିଳିତ ଭାବେ ଭାରତର ପ୍ରଥମ ୫ଜି ଚାଳିତ ଆର୍ଟିଫିସିଆଲ ଇଂଟେଲିଜେନ୍ସ (ଏଆଇ) ଗାଇଡେଡ୍ କୋଲୋନୋସ୍କୋପି ଟ୍ରାଏଲ୍ କରିଛନ୍ତି । ଏହି ପରୀକ୍ଷଣକୁ…