ସର୍ବ ଭାରତୀୟ ୫୫୦ କିସାନ (କୁଣହାଁ) ସମାଜର ବାର୍ଷିକ ମହାସଭା; ସାଂସ୍କୃତିକ ମହୋତ୍ସବ ଓ ମହିଳା ସମାବେଶ
କୁଚିଣ୍ଡା, (ଅଜୟ କୁମାର ବାଘ) : ଓଡ଼ିଶା ରାଜ୍ୟ ୫୫୦ କିସାନ (କୁଣହାଁ) ସମାଜ ପକ୍ଷରୁ ମହାସଭା, ସାଂସ୍କୃତିକ ମହୋତ୍ସବ ଓ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ସଭାରେ ସାମାଜିକ ଏକତା, ଶୃଙ୍ଖଳା ଓ ସଂଗଠନକୁ ଏକ ମଜବୁତ୍ କରିବା ଦିଗରେ ଦୃଢ଼ ପଦେକ୍ଷପ ନେଇ ରାଜ୍ୟ କିସାନ (କୁଣହାଁ) ସମାଜର…