ସସ୍ମିତ ପାତ୍ର ବୋଧେ ଭୁଲି ଯାଉଛନ୍ତି, ନିର୍ବାଚନ ମଡେଲ କଥା ତାଙ୍କ ଦଳୀୟ ନେତାମାନେ ହିଁ ପ୍ରଥମେ ଆରମ୍ଭ କରିଥିଲେ:…

ଭୁବନେଶ୍ୱର - ଆମ ନେତା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଉପନିର୍ବାଚନ କେବେ ବି ନିର୍ବାଚନ ପାଇଁ ମଡେଲ ହୋଇପାରିବ ନାହିଁ ବୋଲି କହିବା ହାସ୍ୟାସ୍ପଦ ବୋଲି ପ୍ରେସ ବିଜ୍ଞପ୍ତି ଜରିଆରେ କହିଛନ୍ତି ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ।…

ଜବାହାର ନବୋଦୟ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଯାପିତ

ବରଗଡ:- ବରଗଡ ଜିଲ୍ଲା ପାଇକମାଳ ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଶନିବାର ଉଦଯାପିତ ହୋଇଯାଇଛି । ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ପାଇକମାଳ ବ୍ଲକ୍  ଅଧ୍ୟକ୍ଷା ଭାବନା ସିଂ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବରଗଡ ପୋଲିସ ରେ କାର୍ଯରତ ସୁନାମଧନ୍ୟ…

କୁରାଳ ନାବାଳକ ଅପହରଣ ଘଟଣା ୪୦ ଘଣ୍ଟା ପରେ ବି ମିଳୁନି ପତ୍ତା

ଘଟଣାସ୍ଥଳରେ ନୟାଗଡ଼ ଏସପିଙ୍କ ତଦାରଖ ଓଡ଼ଗାଁ ପୋଲିସକୁ ସଂଲଗ୍ନ ସିସିଟିଭି ଯାଞ୍ଚ୍ ପାଇଁ ଅନୁମତି ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଳକ କୁରାଳ ଗ୍ରାମ ନେଳିଆ ସାହିର ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ପୁଅ ଅମ୍ରିତ ପାତ୍ର(୧୨) ନିଖୋଜ ଘଟଣାର ୪୦ ଘଣ୍ଟା ଅତିକ୍ରମ…

ଆର୍ଦଶ ବିଦ୍ୟାଳୟ ଛାତ୍ରୀ ନିବାସ ଉଦ୍ଘାଟିତ

କାଶୀପୁର ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଆର୍ଦଶ ବିଦ୍ୟାଳୟରେ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଉଦ୍ଘାଟିତ ହୋଇଯାଇଛି।ଏହି ଅବସରରେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି,ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝୀ,କାଶୀପୁର ବିଡିଓ ମନିସା ଦାସ,ତହସିଲଦାର ଶରତ ଶବର ପ୍ରମୁଖ…

ଭୋଟର ସଚେତନତା ରଥର ଶୁଭାରମ୍ଭ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସ୍ତରୀୟ ଭୋଟର ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି। ଜିଲ୍ଲା ନିର୍ବାଚନ ଅଧିକାରୀ-ତଥା-ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ସବୁଜ ପତାକା ଦେଖାଇ ଭୋଟର ସଚେତନତା ରଥକୁ ଶୁଭାରମ୍ଭ କରିଛନ୍ତି। ଏହି ସଚେତନତା ରଥ ଗଜପତି ଜିଲ୍ଲାର…

ବଣାଇଁ ରେ ଆନ୍ତଃମହାବିଦ୍ୟାଳୟ ପ୍ରତିଯୋଗିତା ଆରମ୍ଭ

ସୁନ୍ଦରଗଡ଼ /ବଣାଇଁ(ବସନ୍ତ କୁମାର ଜେନା): ହକି ବିଶ୍ଵକପ ଅବସରରେ ବଣାଇଁ ଉପଖଣ୍ଡରେ ଆନ୍ତଃମହାବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଆଜି ବଣାଇଁଗଡ଼ ମହାବିଦ୍ୟାଳୟ ପଡ଼ିଆଠାରେ ଆରମ୍ଭ ହୋଇଯାଇଛି। ବଣାଇଁର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଲକ୍ଷ୍ମଣ ମୁଣ୍ଡା ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ଏହି…

ଛାତ୍ରଙ୍କ ବେକରେ ଜାଭେଲିନ୍ ପଶିବା ଘଟଣା: ଉଦବେଗ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ବଲାଙ୍ଗୀର ଜିଲ୍ଲା ଆଗଲପୁର ବାଳକ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଚାଲିଥିବା ବେଳେ ଜଣେ ଛାତ୍ରଙ୍କ ବେକରେ ଜାଭେଲିନ୍ ପଶିବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରିଛନ୍ତି । ଛାତ୍ର ସଦାନନ୍ଦ ମେହେରଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି…

ବହୁଚର୍ଚ୍ଚିତ ମାଇକଞ୍ଚ ଗୁଳିକାଣ୍ଡକୁ ପୁରିଲା ୨୨ ବର୍ଷ,ମାଇକଞ୍ଚ ଠାରେ ସହିଦ ଦିବସ ପାଳିତ

କାଶୀପୁର ରୁ ବୈକୁଣ୍ଠ ଦୁରିଆ - ରାୟଗଡା ଜିଲା କାଶୀପୁର ବ୍ଲକର ବହୁ ବହୁଚର୍ଚ୍ଚିତ ମାଇକଞ୍ଚ ଗୁଳିକାଣ୍ଡକୁ ପୁରିଲା ୨୨ ବର୍ଷ।ସହିଦଙ୍କୁ ମନେପକାଇ ମାଇକଞ୍ଚ ଠାରେ ଥିବା ସହିଦ ସ୍ତମ୍ବ ନିକଟରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଡିସେମ୍ବର ୧୬ ତାରିଖ ଦିନ ସହିଦ ଦିବସ ପାଳିତ ହୋଇଯାଇଛି।କାଶୀପୁର…

ଏନସିସି ନାଭାଲ କମାଣ୍ଡିଂ ଅଫିସରଙ୍କ ଏକ ଦିନିଆ ପାରଳା ଗସ୍ତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବ୍ରହ୍ମପୁର ସ୍ଥିତ ୱାନ୍ ଓଡ଼ିଶା ନାଭାଲ ୱିଙ୍ଗ୍ ଏନସିସିର କମାଣ୍ଡିଂ ଅଫିସର୍ ଶ୍ରୀ କିଶୋର ଚନ୍ଦ୍ର ରାଉତ ଓ ମୁଖ୍ୟ ପ୍ରଶିକ୍ଷକ ଶ୍ରୀ ସୁକାନ୍ତ କୁମାର ନାୟକ ଏକ ଦିନିଆ ପାରଳା ଗସ୍ତରେ ଆସି ସକାଳେ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ…

କିଟ୍‍ର କିଶୋର ବୈଜ୍ଞାନିକ ସ୍ନେହାଦୀପ୍‍ ରୟାଲ ଆଷ୍ଟ୍ରୋନୋମିକାଲ୍‍ ସୋସାଇଟିର ଫେଲୋ ମନୋନୀତ

ଭୁବନେଶ୍ୱର,: କିଟ୍‍ ବିଶ୍ୱବିଦ୍ୟାଳୟର ଛାତ୍ର ସ୍ନେହାଦୀପ୍‍ କୁମାର ସମ୍ମାନଜନକ ରୟାଲ ଆଷ୍ଟ୍ରୋନୋମିକାଲ୍‍ ସୋସାଇଟି ଅଫ୍‍ ଲଣ୍ଡନର ଫେଲୋ ଭାବେ ମନୋନୀତ ହୋଇଛନ୍ତି।  କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ନେହାଦୀପଙ୍କୁ ତାଙ୍କ ସଫଳତା ପାଇଁ ସମ୍ବର୍ଦ୍ଧିତ କରିଥିଲେ।…