ନଦୀ ଆନ୍ଦୋଳନକାରୀ ମାନେ ଗଙ୍ଗୁଆ କୂଳରେ ପାଳିଲେ ବିଶ୍ୱ ପରିବେଶ ଦିବସ l
ଗଙ୍ଗୁଆ ଓ ଦୟlର ସୁରକ୍ଷା ପାଇଁ ଦେଲେ ଆହ୍ୱାନ l
ପରିବେଶ ସୁରକ୍ଷା ପାଇଁ ଗଛ ମଧ୍ୟ ଲଗାଇଲେ l
ଭୁବନେଶ୍ୱର ତା 5 l 6 l ବିଶ୍ୱ ପରିବେଶ ଦିବସ ଅବସରେ ନଦୀ ଆନ୍ଦୋଳନକାରୀ ମାନେ ଆଜି ଗଙ୍ଗୁଆ କୂଳରେ ଏକତ୍ରିତ ହୋଉ ଗଙ୍ଗୁଆକୁ ନଦୀର ମାନ୍ୟତା ଦାବି କରିବା ସହିତ ଏହାର…