ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ।
କେନ୍ଦୁଝର,ତା୬/୬- ବିଶ୍ୱ ପରିବେଶ ଦିବସ, ୦୫ ଜୁନ ୨୦୨୬ ଦିନ ସ୍ଥାନୀୟ ଡି.ଏନ୍. ହାଇ ସ୍କୁଲ ୧୯୭୬ ବ୍ୟାଚର ପୂର୍ବତନ ଛାତ୍ରମାନଙ୍କ ଦ୍ୱାରା “Green Mission 2026” ଅଭିଯାନର ଶୁଭାରମ୍ଭ କରାଯାଇ ବିଭିନ୍ନ ବୃକ୍ଷ ଚାରା ରୋପଣ କରାଯାଇଛି। ପରିବେଶ ସୁରକ୍ଷା, ସବୁଜିମା ବୃଦ୍ଧି ଏବଂ ଆମ ଅଞ୍ଚଳର…