ମଡେଲ ଡିଗ୍ରୀ କଲେଜର ଦ୍ୱିତୀୟ ବାର୍ଷିକୋତ୍ସଵ

ନୟାଗଡ଼,୮/୩:ମଡେଲ ଡିଗ୍ରୀ କଲେଜ, ନୟାଗଡ଼ରେ ଛାତ୍ର ସଂସଦର ଦ୍ଵିତୀୟ ବାର୍ଷିକ ଉତ୍ସବ ପାଳନ ହୋଯାଇଅଛି। ଅଧ୍ୟକ୍ଷ ଡକ୍ଟର ନାରାୟଣ ସୁରଜିତ ବେହେରା ପ୍ରାରମ୍ଭିକ ଭାଷଣ ଦେଇଥିବା ବେଳେ ଡକ୍ଟର ମାନସ ରଞ୍ଜନ ଶତପଥୀ ଛାତ୍ର ସଂସଦ ଉପଦେଷ୍ଟା ଭାବେ ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି…

ନୟାଗଡ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅନୁକୁଲ୍ୟରେ – ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ନୟାଗଡ଼,୬/୪: 'ସେବା' ଅନୁଷ୍ଠାନରେ ନୟାଗଡ ଜିଲ୍ଲା ଅଇନସେବା ପ୍ରାଧିକରଣ ତରଫରୁ -ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଅଛି । ବୈକୁଣ୍ଠନାଥ ବେହେରା ସ୍ବାଗତ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରାଧିକରଣ ତରଫରୁ ପବନ କୁମାର ବେହେରା ବିଷୟ ବସ୍ତୁର ତାତ୍ପର୍ଯ୍ୟ ବାଖ୍ୟା କରିଥିଲେ ।…

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଜାତୀୟ ମହିଳା ଚିତ୍ରଶିଳ୍ପୀ ଶିବିରଉ ଦଘାଟିତ

କୋଣାର୍କ/ଭୁବନେଶ୍ୱର- ଓଡ଼ିଶା ଲଳିତ କଳା ଏକାଡେମୀ,ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଇକୋରିଟ୍ରିଟ ସେଣ୍ଟର୍, କୋଣାର୍କଠାରେ ଜାତୀୟସ୍ତରୀୟ ମହିଳା ଚିତ୍ରଶିଳ୍ପୀ ଶିବିର ଆଜି ଉଦଘାଟିତ ହୋଇଯାଇଛି। ଭାରତର ବିଭିନ୍ନ ସ୍ଥାନରୁ୧୯ଜଣ…

“ଦୋଳ ଉତ୍ସବ”ର ଚତୁର୍ଥ ଦିନର ମୁଖ୍ୟ ଆକର୍ଷଣ ଥିଲା “ମଘାପୋଡି”

https://youtu.be/lqjzYPA59LE  ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଦୋଳବନ୍ଧ ଓ ଦୋଳତ୍ସବ କମିଟିର ମିଳିତ ଆନୁକୁଲ୍ୟରେ ଦୋଳବନ୍ଧ ନିକଟ ଦୋଳମଣ୍ଡପ ଠାରେ ଦୀର୍ଘ ୬ଦିନ ଧରି ଚାଲିଥିବା ଦୋଳତ୍ସବ ଚତୁର୍ଥ ଦିନରେରାମ ସ୍ୱାମୀ…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ପାରଳାଖେମଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା , ଆରକ୍ଷୀ ଅଧିକ୍ଷକ ସୁଶ୍ରୀ…

ଓଏଲଆଇସି ଅଧ୍ୟକ୍ଷଙ୍କ କରଞ୍ଜିଆ ଡିଭିଜନ ଗସ୍ତ: ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ସହ କାର୍ଯ୍ୟ ସମୀକ୍ଷା

କ୍ଷେତ୍ର ପରିଦର୍ଶନପୂର୍ବକ “୫-ଟି” ଆଧାରରେ କାର୍ଯ୍ୟ କରିବାକୁ ପରାମର୍ଶ ଭୁବନେଶ୍ୱର :  ଓଡିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ଶନିବାର କରଞ୍ଜିଆ ଉଠା ଜଳ ଜଳସେଚନ ଡିଭିଜନ ଗସ୍ତ କରିଥିଲେ । ସେଠାରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ରମ,…

ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ଓଡ଼ିଶାର ରାଉରକେଲାରେ ତୃତୀୟ ଦକ୍ଷତା ଉନ୍ନତୀକରଣ କେନ୍ଦ୍ର…

 ରାଉରକେଲାରେ ନୂଆ କେନ୍ଦ୍ର ସହ ୨୦ଟି ରାଜ୍ୟରେ ହୋଣ୍ଡା ଦକ୍ଷତା ଉନ୍ନତୀକରଣ କେନ୍ଦ୍ର ସଂଖ୍ୟା ଏବେ ୫୨  ଅତ୍ୟାଧୁନିକ ତାଲିମ ସୁବିଧାରେ ପରିପୂର୍ଣ୍ଣ ଏହି କେନ୍ଦ୍ର ଦୁଇଚକିଆ ରକ୍ଷଣାବେକ୍ଷଣ ଓ ମରାମତି ଉପରେ ପ୍ରତ୍ୟକ୍ଷ ତାଲିମ ପ୍ରଦାନ କରିବ ଭୁବନେଶ୍ୱର/ ରାଉରକେଲା:ସ୍କିଲ…

ଝାଙ୍କରପଡା ଷୋହଳ ପ୍ରହରୀ ନାମଯଜ୍ଞ :ବିଧାୟିକାଙ୍କ ଯୋଗଦାନ

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ଝାଙ୍କରପଡାରେ ଆୟୋଜିତ ହୋଇଥିବା ଷୋହଳ ପ୍ରହରୀ ନାମଯଜ୍ଞରେ ବିଧାୟିକା ବର୍ଷା ସିଂ ବରିହା ଯୋଗଦେଇ ପ୍ରଭୁଙ୍କ ଦର୍ଶନ କରିଥିଲେ l ପରେ ପଡାର ଗୁରୁଜନଙ୍କ ଆଶୀର୍ବାଦ କାମନା କରି ସୁବିଧା ଅସୁବିଧା ବୁଝିଥିଲେ l ବିଧାୟିକାଙ୍କୁ ନିଜ ପାଖରେ ପାଇ ପଡାର…

ବୁଲୁଛି ଜଙ୍ଗଲୀ ହାତୀ : ଲୋକଙ୍କୁ ଜଙ୍ଗଲକୁ ନ ଯିବାକୁ ପରାମର୍ଶ l

https://youtu.be/gm6BGDXNDGw ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ପାଇକମାଲ ବନାଞ୍ଚଳ ଝାରବନ୍ଧ ବ୍ଲକ ଡ଼ଭା, ଛୋଟ ଅନକି ପଞ୍ଚାୟତର ବଲାଙ୍ଗୀର ସଂରକ୍ଷିତ ଜଙ୍ଗଲରେ ଏକ ହାତୀ ବୁଲୁଥିବାର ଦେଖି ସାଙ୍ଗେ ସାଙ୍ଗେ ବନ ବିଭାଗ କୁ ଖବର ଦେଇଥିଲେ ଖବର ପାଇ ବନ ବିଭାଗ ସାଙ୍ଗେ ସାଙ୍ଗେ…

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମାଗଣା ସିଟି ସ୍କାନ ଶୁଭରମ୍ଭ

ଜଗତସିଂହପୁର,ତା-୫.୩.୨୦୨୩/ସୁମନ୍ତକୁମାରଦାସ: ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଦ୍ଵାରା ଆୟୋଜିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ,ଜଗତସିଂହପୁର ଠାରେ ନିଦାନ ସେବା ଅନ୍ତର୍ଗତ ମାଗଣା ସିଟି ସ୍କାନ ର ଶୁଭାରମ୍ଭ ଆଜି ମାନ୍ୟବର ଏମ.ପି ଡାକ୍ତର ରାଜଶ୍ରୀ ମଲ୍ଲିକ ଏବଂ ମାନ୍ୟବର ବିଧାୟକ ତଥା ମୁଖ୍ୟ ସଚେତକ…