କୁଲଡିହା ରୁ ଦୁଇ ସଶସ୍ତ୍ର ଶିକାରୀ ଗିରଫ।
ନୀଳଗିରି ; ଗତ ୫ ତାରିଖ ଶୁକ୍ରବାର ରାତି ପ୍ରାୟ ୮,୨୦ ମିନିଟ ସମୟରେ କୁଲଡିହା ଅଭୟରଣ୍ୟ ର ପଞ୍ଚଲିଙ୍ଗେଶ୍ୱର ସେକ୍ସନ ଅନ୍ତର୍ଗତ ଚଟକା (ପାଇଡ଼ପାଣି) ଠାରେ ପ୍ରବେଶ ପଥରେ ଡ୍ୟୁଟି କରୁଥିବା ବେଳେ, ବନ କର୍ମଚାରୀମାନେ ଦୁଇ ଜଣ ଶଶସ୍ତ୍ର ଶିକାରୀ ଙ୍କୁ ଅଟକ ରଖିଥିଲେ। ସେମାନେ ହେଲେ ନୀଳଗିରିର…