ନୟାଗଡ଼ ପ୍ରତିଷ୍ଠା ଦିବସରେ ଆଲୋକିତ ହେବ ସମଗ୍ର ସହର

ନୟାଗଡ଼,ଲକ୍ଷ୍ମୀଧର ସାହୁ: ନୟାଗଡ଼ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଓଡ଼ିଶା ଦିବସ ଓ ନୟାଗଡ଼ ପ୍ରତିଷ୍ଠା ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ନୟାଗଡ଼ ବିଧାୟକ ଡ. ଅରୁଣ…

ପଲସାପାଲି ଯାଦବ ସମାଜର କର୍ମକର୍ତା ଚୟନ

ମେଲଛାମୁଣ୍ଡା,୧୮/୩(ମନୋଜ ଭୋଇ)- ରାଜବୋରାସମ୍ବର ବ୍ଳକ ଅର୍ନ୍ତଗତ ପଲସାପାଲିସ୍ଥିତ ରାଜୀବ ଭବନ ପରିସରରେ ବ୍ଳକ ସଭାପତୀ କେଶବ ଜାଲଙ୍କ ସଭାପତୀତ୍ୱରେ ପଲସାପାଲି ପଂଚାୟତ ଯାଦବ ସମାଜର ଏକ ବୈଠକ ଅନୁଷ୍ଠିତ ହେବା ସହ ପଂଚାୟତ ସ୍ତରୀୟ ନୂତନ କମିଟି ଗଠନ ହୋଇଯାଇଛି । ସର୍ବସମ୍ମତୀକ୍ରମେ ପ୍ରହଲ୍ଳାଦ…

ଓଡିଶା ଉଠାଜଳସେଚନ ନିଗମକୁ କ୍ରମାଗତ ଦ୍ଵିତୀୟ ଥର ପାଇଁ ଜାତୀୟ ପୁରସ୍କାର

ଶ୍ରେଷ୍ଠ ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ନିମନ୍ତେ ଲଗାତାର ଜାତୀୟସ୍ତରରେ ପୁରସ୍କୃତ ହେଲା ନିଗମ ଭୁବନେଶ୍ଵର: ଓଡିଶା ଜଳସଂପଦ ବିଭାଗ ଅନ୍ତର୍ଗତ ଓଡିଶା ଉଠାଜଳସେଚନ ନିଗମକୁ ୨୦୨୨-୨୩ ବର୍ଷ ନିମନ୍ତେ ଶ୍ରେଷ୍ଠ ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ପାଇଁ ସର୍ବ ଭାରତୀୟ ସ୍ତରରେ ପୁରସ୍କୃତ କରାଯାଇଛି ।…

ସହକାରୀ ଜିଲ୍ଲାପାଳ ଙ୍କ ମହିଳା ମହାବିଦ୍ୟାଳୟ ପରିଦର୍ଶନ

କାମାକ୍ଷାନଗର/ରିତେଶ ବ୍ରହ୍ମା - ଏକ ଅଭିଯୋଗ ଆଧାର ରେ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ ଙ୍କ ନିର୍ଦ୍ଦେଶ କ୍ରମେ ସହକାରୀ ଜିଲ୍ଲାପାଳ ମଦନ ମୋହନ ଜେନା ଓ ଦିପକ କୁମାର ମିଶ୍ର ମିଳିତ ଭାବେ କାମାକ୍ଷାନଗର ମହିଳା ମହାବିଦ୍ୟାଳୟ +୨ ଓ +୩ କୁ ଅଚାନକ ପରିଦର୍ଶନ ରେ ଯାଇଥିଲେ।ଅଭିଯୋଗ ଥିଲା ଯେ…

ଜଳିଗଲା ତିନି ବଖରା ଘର, ସମସ୍ତ ସମ୍ପତି ପୋଡି ଭସ୍ମୀଭୂତ

କାମାକ୍ଷାନଗର/ରିତେଶ ବ୍ରହ୍ମା -ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ବାଟଗାଁ ସ୍ଥିତ ଏକ ଦଳିତ ବସ୍ତି ର ପ୍ରଶାନ୍ତ ନାଏକ ଙ୍କ ତିନି ବଖରା ଘର ଜଳି ଯାଇଛି l ସୂଚନା ଅନୁଯାୟୀ ଗତକାଲି ପରିବାର ର ସଦସ୍ୟ ମାନେ ଯାତ୍ରା ଦେଖିବା ପାଇଁ କୁସୁମୁଣ୍ଡିଆ ଗ୍ରାମ କୁ ଯାଇଥିଲା ବେଳେ କୌଣସି କାରଣ…

ସୋଆରେ ‘ସୋଆ ସ୍ପୋର୍ଟ୍ସ ମିଟ୍ -୨୦୨୩’ ଉଦ୍‌ଘାଟିତ

ଭୁବନେଶ୍ୱର,୧୮/୦୩: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶନିବାର ଆରମ୍ଭ ହୋଇଛି ‘ସୋଆ ସ୍ପୋର୍ଟ୍ସ ମିଟ୍ -୨୦୨୩’ ।ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ଏହି ୪ ଦିନିଆ କ୍ରୀଡା କାର୍ଯ୍ୟକ୍ରମରେ ସୋଆ ବ୍ୟତୀତ ଓଡିଶା ମୋଟ୍ ୭ ଟି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଯୋଗ ଦେଇଛନ୍ତି ।ଏଥିରେ ବାସ୍କେଟ୍…

ଡ଼ାକ୍ତର ସମସ୍ୟା ର ସମାଧାନ ଦାବି ନେଇ ତେଜିଲେ ଗୁଣପୁରବାସୀ

ଗୁଣପୁର ରୁ ସନ୍ତୋଷ କୁମାର ଚୌଧରୀ: ଆଜିରାୟଗଡ଼ା ଜିଲ୍ଲା ଗୁଣପୁରର ଠାରେ ଡ଼ାକ୍ତର ସମସ୍ୟାର ସମାଧାନ ନେଇ ଗୁଣପୁର ଉପଖଣ୍ଡ ବିକାଶ ପରିଷଦ ଗୁଣପୁର ଜନସାଧାରଣ ତରଫରୁ ଗୁଣପୁର ପୁରୁଣା ବସ୍ ଷ୍ଟାଣ୍ଡ ଗାନ୍ଧୀ ପ୍ରତିମୂର୍ତ୍ତୀ ଠାରୁ ଏକ ପଦଯାତ୍ରା ବାହାରି ଗୁଣପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ…

ଅସୁସ୍ଥ ପ୍ରଶାନ୍ତଙ୍କୁ ସାଉଦି ଆରବରୁ ଘରକୁ ଫେରାଇ ଆଣିଲା ଓଡିଶା ମୋ ପରିବାର

ସାଉଦି ଆରବରୁ ନିଜ ଜନ୍ମସ୍ଥାନକୁ ଫେରିବା ପାଇଁ ସମସ୍ତ ଆଶା ହରାଇ ଦେଇଥିଲେ ପ୍ରଶାନ୍ତ, ଆଉ ଏତିକି ବେଳେ ସହାୟତାର ହାତ ବଢାଇଲା ଓଡ଼ିଶା-ମୋ ପରିବାର । ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇ ବିଦେଶରୁ ତାଙ୍କୁ ଫେରାଇ ଅଣାଯିବା ସହ ଓଡ଼ିଶାରେ ମଧ୍ୟ ଉତ୍ତମ ଚିକିତ୍ସା ସହାୟତା ପାଇବା ପାଇଁ ସଂଗଠନ ପକ୍ଷରୁ…

ଗଧ କ୍ଷୀରରୁ ଆଣ୍ଟି ଏଜିଙ୍ଗ ସାବୁନ୍ : ଷ୍ଟାର୍ଟଅପ୍ କନ୍‌କ୍ଲେଭ୍‌ରେ ଚର୍ଚାରେ ମହିଳା ଉଦ୍ୟୋଗୀ

ସୋଆରେ ଦୁଇ ଦିନିଆ ଷ୍ଟାର୍ଟଅପ୍ କନ୍‌କ୍ଲେଭ୍ ଆରମ୍ଭ ଭୁବନେଶ୍ୱର, ୧୮/୦୩ : ତ୍ୱଚାରେ ବାର୍ଦ୍ଧକ୍ୟର ଚିହ୍ନକୁ ହ୍ରାସ କରାଇବା ସହ ଶରୀରରେ ଚମକ ଆଣିବା ଦିଗରେ ସହାୟକ ହୋଇପାରୁଛି ଗଧ ଦୁଗ୍ଧରୁ ପ୍ରସ୍ତୁତ ସାବୁନ୍ । ପ୍ରସାଧନ ନିମନ୍ତେ ପ୍ରସ୍ତୁତ ସାମଗ୍ରୀରେ ଯୋଡ଼ି ହୋଇଯାଇଛି ଗଧ ଦୁଗ୍ଧରୁ…

ଜଙ୍ଗଲ ସୁରକ୍ଷା ପାଇଁ ଶିକ୍ଷକ ଙ୍କ ନିଆରା ପ୍ରୟାସ

https://youtu.be/CHwfno9KEoM ଯଶିପୁର: ଗତ କିଛି ଦିନ ହେଲା ଜଙ୍ଗଲ ରେ ନିଆଁ କୁ ନେଇ ଚାରିଆଡ଼େ ଚର୍ଚ୍ଚା। ମୟୁରଭଞ୍ଜ ଜିଲ୍ଲାର ଯଶୀପୁର ଅଞ୍ଚଳ ଯାହାକି "ଶିମିଳିପାଳ ଅଭୟାରଣ୍ୟ" ଏହାର ର ବିଭିନ୍ନ ସ୍ଥାନରେ ନିଆଁ ଲାଗି ବହୁ କ୍ଷୟକ୍ଷତି ହେଉଥିବା ନଜର କୁ ଆସୁଛି । ଏହାର ପାଦଦେଶରେ ଥିବା…